Latest Odisha News

ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ଦ ଲେଡି କିଲର୍‌’

ନୂଆଦିଲ୍ଲୀ: ଆଜି ଅର୍ଜୁନ କପୁର ତାଙ୍କର ନୂଆ ଚଳଚ୍ଚିତ୍ର ‘ଦି ଲେଡି କିଲର’କୁ ନେଇ ଘୋଷଣା କରିଛନ୍ତି। ଅଭିନେତା ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଏହାକୁ ତାଙ୍କର ‘ଉଚ୍ଚାଭିଳାଷୀ ଚଳଚ୍ଚିତ୍ର’ ବୋଲି କହିଥିଲେ।

ଅର୍ଜୁନଙ୍କୁ ସୈଫ ଅଲ୍ଲି ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଏବଂ ୟାମି ଗୌତମଙ୍କ ସହ ଭୁତ୍‌ ପୋଲିସରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଆଜି ସେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ଏଥିରେ ରୋମାନ୍ସ, ଥ୍ରୀଲର, ଇମୋସନ୍‌ ଭରି ହୋଇରହିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ୍ରଜୟ ବହଲ।

Comments are closed.