Latest Odisha News

BREAKING NEWS

ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଅର୍ଜୁନ ରାମପାଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ବଲିଉଡ ଡ୍ରଗ୍ସ ମାମଲାର ତଦନ୍ତ ପାଇଁ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ସୋମବାର (୨୧ ଡିସେମ୍ବର) ଦିନ ପ୍ରାୟ ୧୧.୩୦ ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ଅର୍ଜୁନଙ୍କ ଦେଶ ଛାଡିବାର ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା, ଯାହାକୁ ଅଭିନେତା ଅସ୍ୱୀକାର କରି କହିଥିଲେ ଯେ ସେ କୁଆଡେ ଯାଇ ନାହାନ୍ତି ଦେଶରେ ଅଛନ୍ତି।

BjdElectrycity

ଏନସିବି ଦ୍ୱାରା ସମନ ପଠାଇବା ପରେ ଅର୍ଜୁନ ଏନସିବିରେ ହାଜର ହେବା ପାଇଁ ଡିସେମ୍ବର ୨୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଥିଲେ। ଏନସିବି ସୂତ୍ର ଅନୁଯାୟୀ, ବ୍ୟକ୍ତିଗତ କାରଣରୁ ସେ ଗତ ଡିସେମ୍ବର ୧୬ ରେ ଏନସିବି କାର୍ଯ୍ୟାଳୟରେ ହାଜର ହୋଇପାରିନଥିଲେ।

Leave A Reply

Your email address will not be published.