Latest Odisha News

BREAKING NEWS

Browsing Tag

Drug Case

ଆର୍ୟନ୍‌ଙ୍କୁ ଆଶ୍ବସ୍ତି; ଆଉ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେନି ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ଜାମିନରେ ମୁକୁଳିବା ପରେ କୋର୍ଟ ଆର୍ୟନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ସେ ଘରକୁ ଗଲା ପରେ ବି ପ୍ରତି ଶୁକ୍ରବାର ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ…

ମିଳିଲାନି ଜାମିନ; ଜେଲରେ ରହିବେ ଆର୍ୟନ

ମୁମ୍ବାଇ: ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଦିୱାଲି ପୂର୍ବରୁ ଘରକୁ ଫେରିପାରିଲେନି ଆର୍ୟନ। ରିପୋର୍ଟ ଅନୁଯାୟୀ, ଆଜି…

ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା; ଆର୍ୟନଙ୍କ ସହ ଅଭିନେତ୍ରୀଙ୍କ ଚାଟ୍‌ ଦାଖଲ କଲା ଏନସିବି

ମୁମ୍ବାଇ: ଆଜି ଡ୍ରଗ୍ସ ମାମଲାରେ ଜଡ଼ିତ ଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ଅଛି। ଆଜି ହେବ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ସେ ନେଇ ଆଜି ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ଏହାପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ…

ଆର୍ୟନଙ୍କୁ ବେଲ୍‌ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ତେବେ ସୂଚନା ଅନୁଯାୟୀ ଶୁଣାଣି ହେବା ପରେ ହିଁ ମା ଗୌରୀ ଖାଇବେ ବୋଲି ମାନସିକ ରଖିଛନ୍ତି। ଆର୍ୟନଙ୍କ ଜାମିନ ନହେବା ଯାଏ ସେ କୌଣସି ମିଠା ଖାଇବେ ନାହିଁ ବୋଲି କହିଛନ୍ତି। ଦିପାବଳୀ ପୂର୍ବରୁ…

ଜେଲ୍‌ ଭିତରୁ ଭିଡିଓ କଲ୍‌ରେ ପୁଅ ସହ କଥା ହେଲେ ଶାହାରୁଖ୍‌ ଓ ଗୌରୀ

ମୁମ୍ବାଇ: ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହୁଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପିତାମାତା ଅର୍ଥାତ୍‌ ଶାହାରୁଖ୍‌ ଓ ଗୌରୀଙ୍କ ସହ କଥା ହୋଇଛନ୍ତି। କୋଭିଡ-୧୯ ପ୍ରୋଟୋକଲ ଯୋଗୁଁ ଜେଲରେ ଥିବା ପ୍ରତ୍ୟେକ…

ଆର୍ୟନଙ୍କ ଜାମିନ ପାଇଁ ମା’ ଗୌରୀଙ୍କ ମାନସିକ; ନ ମୁକୁଳିବା ଯାଏ ଖାଇବେନି…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ଜାମିନକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ରିପୋର୍ଟ ଅନୁଯାୟୀ ପୁଅ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀ ଉପଲକ୍ଷେ ମା' ଗୌରୀ ପୁଅ ମୁକୁଳି…

ଆଜି ପୁଣି ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କୁ ଜେରା କରିବ ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ତଥା ମୁମ୍ବାଇ ବିଲଡର ଇମତିଆଜ ଖତ୍ରି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ମଙ୍ଗଳବାର ଏନସିବି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଆଶା କରାଯାଉଛି। ସୋମବାର ତାଙ୍କୁ ୭ ଘଣ୍ଟା ଧରି…

ଆଜି ଜାମିନ ପାଇଁ ଆବେଦନ କରିବେ ଆର୍ୟନ

ମୁମ୍ବାଇ: ଜାହାଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଏନ୍‌ସିବି ଗିରଫ କରିବା ପରେ  ଏକ ଆଶ୍ବସ୍ତିକର ଖବର ମିଳିଛି। ଏନସିବି ରବିବାର କହିଛି ଯେ କର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଅଧିକ ଦିନ ହାଜତରେ ନରହିପାରନ୍ତି। ରବିବାର ଦିନ ମୁମ୍ବାଇର ଏକ କୋର୍ଟ…

ଆଜି କୋର୍ଟରେ ହାଜର ହେବେ ଅରମାନ୍‌ କୋହଲି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦିନ ବଲିଉଡ୍‌ ଅଭିନେତା ଅରମାନ କୋହଲିଙ୍କ ଜୁହୁସ୍ଥିତ ବାସଭବନରେ ଚଢାଉ ପରେ ଅରମାନଙ୍କୁ ଅଟକ ରଖି ତାଙ୍କୁ ଜେରା କରିଥିଲା। ସେଠାରୁ କିଛି ପରିମାଣର କୋକେନ ଜବତ କରିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ଅଭିନେତାଙ୍କୁ ଆଜି…

ଏନସିବି କାର୍ଯ୍ୟାଳୟରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଅଛନ୍ତି। ଏନସିବି ତାଙ୍କ ଭଉଣୀ କୋମଲ ରାମପାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଥିଲେ। ଯେଉଁଥିପାଇଁ ସୋମବାର ଅର୍ଥାତ୍‌ ଆଜି କୋମଲ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।…