ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲା ବଡ ଖଣ୍ଡପୀଠକୁ ଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏନ୍.ବି ରମନ୍ନା, ଜଷ୍ଟିସ ସଂଜୟ କିଶନ କୌଲ, ଜଷ୍ଟିସ ଆର୍.ସୁଭାଷ ରେଡ୍ଡୀ, ଜଷ୍ଟିସ ବି.ଆର୍ ଗୋୱଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି ।
ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ୨୩ଟି ଆବେଦନ ହୋଇଛି । ଏହାର ବୈଧତା ନେଇ ଆବେଦନରେ ପ୍ରଶ୍ନ କରାଯାଇଥିଲା । ଆବେଦନକାରୀମାନେ ମାମଲାକୁ ବଡ ଖଣ୍ଡପୀଠକୁ ପଠାଇବା ପାଇଁ ଦାବି କରିଥିଲେ । ଗତ ଜାନୁଆରୀ ୨୩ ତାରିଖରେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।
BREAKING NEWS
- India Issues Urgent Advisory: ‘ତୁରନ୍ତ ଇରାନ ଛାଡିଦିଅ ‘…ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ
- ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ କୋହଲି
- ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ରାହୁଲଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ଲକ୍ଷ୍ୟ ରଖିଲା ଭାରତ
- Telangana Stray Dogs Killing: ଧିକ୍ ମଣିଷ! ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ୫୦୦ କୁକୁରଙ୍କୁ ଦେଲେ ବଳି…କ୍ୟାମେରାରେ କଏଦ ହେଲା ଦୃଶ୍ୟ…
- ପଶ୍ଚିମବଙ୍ଗରେ ବ୍ୟାପୁଛି ନିପା ଭାଇରସ, ସତର୍କ ଓଡ଼ିଶା…
- Sukma Naxal Surrender:୨୯ ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ଦୁଇ ଲକ୍ଷ
- Russia Slams US Strike Threats: ମୁହାଁମୁହିଁ ଟ୍ରମ୍ପ – ପୁଟିନ; ହେବକି ଆଉ ଏକ ବିଶ୍ଵଯୁଦ୍ଧ?
- କିଏ ଏହି ମୁସଲିମ ବ୍ରଦରହୁଡ; ଯାହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା
- PM Modi New Office: ବଦଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ… ଜାଣନ୍ତୁ କେଉଁଠି ରହିବ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ, କ’ଣ ରହିଛି ଏହାର ବୈଶିଷ୍ଟ୍ୟ…
Comments are closed.