Latest Odisha News

BREAKING NEWS

‘ରଥ ଉପରେ ସେବାୟତଙ୍କୁ ଦୁର୍ବ୍ୟବହାର କରିଛନ୍ତି ,କ୍ଷମା ପ୍ରାର୍ଥନା କରନ୍ତୁ ଅରବିନ୍ଦ ପାଢ଼ୀ’

ପୁରୀ: ରଥ ଉପରେ ସେବାୟତଙ୍କୁ ଦୁର୍ବ୍ୟବହାର କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୨୪ ଘଣ୍ଟାରେ କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ ଯାହା ବିଶୃଙ୍ଖଳା ବିଭ୍ରାଟ ଘଟିବ, ସେ ଦାୟୀ ରହିବେ । ଏପରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବିରୋଧରେ ସେବାୟତମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ସେବାୟତମାନେ ଚେତାବନୀ ଦେଇଛନ୍ତି ଯେ, ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ ମନ୍ଦିରରେ ବିଶୃଙ୍ଖଳା ଓ ବିଭ୍ରାଟ ସୃଷ୍ଟି ହୋଇପାରେ। ଏହି ବିବାଦ ଶ୍ରୀମନ୍ଦିରର ପରିଚାଳନା ଓ ସେବାୟତମାନଙ୍କ ସହ ପ୍ରଶାସନିକ ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇପାରେ। ଆମର ପାଳିଆଙ୍କୁ ଦୁର୍ବ୍ୟବହାର କରାଯାଇଛି ।

Comments are closed.