ଟୋକିଓ: କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଖେଳୁଥିବା ଭାରତୀୟ ବକ୍ସର ଆଶୀଷ କୁମାର ରାଉଣ୍ଡ ଅଫ ୩୨ରୁ ବିଦାୟ ନେଇଛନ୍ତି । ପୁରୁଷ ୭୫ କିଗ୍ରା କାଟାଗୋରୀରେ ସେ ଚୀନର ଏରବିକେ ତୁସହେତାଙ୍କ ନିକଟରୁ ୦-୫ରେ ପରାଜିତ ହୋଇଥିଲେ । ସେହିପରି ଟେବୁୂଲଟେନିସ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ମନିକା ବାତ୍ରା ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ସୋଫିୟା ପେଲକାନୋଭାଙ୍କ ନିକଟରୁ ୦-୪ (୮-୧୧, ୨-୧୧, ୫-୧୧, ୭-୧୧)ରେ ହାରି ଯାଇଥିଲେ । ସୋମବାର ଏ ପର୍ଯ୍ୟନ୍ତ ଭାରତୀୟଙ୍କ ପ୍ରଦର୍ଶଦ ଉତ୍ସାହଜନକ ରହି ନାହିଁ । ପୂର୍ବରୁ ବ୍ୟାଡମିଂଟନ, ଟେବୁଲ ଟେନିସ, ଶୁଟିଂ ଓ ସେଲିଂରେ ମଧ୍ୟ ନିରାଶ ହେବାକୁ ପଡିଛି ।
ସନ୍ତରଣରେ ସଜନ ପ୍ରକାଶ ସେମିଫାଇନାଲକୁ କ୍ୱାଲିଫାଏ କରିବାରେ ବିଫଳ ହୋଇଛନ୍ତି । ୨୦୦ ମିଟର ବଟରଫ୍ଲାଏ ଇଭେଂଟରେ ସେ ହିଟ୨ରେ ୪ର୍ଥ ସ୍ଥାରେ ରହିଥିଲେ । ଯାହା କି ତାଙ୍କୁ ଟପ ୧୬କୁ ନେବା ପାଇଁ ଯଥେଷ୍ଟ ହୋଇ ନ ଥିଲା ।
BREAKING NEWS
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
Comments are closed.