ଭୁବନେଶ୍ୱର: ଆଗାମୀ ଏସିଆ କପ ବାସ୍କେଟବଲ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଜାକର୍ତାରେ ଜୁଲାଇ ୧୨ରୁ ୨୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨୦ ବର୍ଷୀୟ ଅମରେନ୍ଦ୍ର ନାୟକ ଏହି ଦଳରେ ସ୍ଥାନ ପାଇଛନ୍ତି । ୬ଫୁଟ ୮ଇଂଚ ଉଚ୍ଚତା ବିଶିଷ୍ଟ ଅମରେନ୍ଦ୍ର ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଟିମରେ ମଧ୍ୟ ସାମିଲ ହୋଇଥିଲେ । ଭାରତୀୟ ବାସ୍କେଟବଲ ଫେଡେରେଶନ ୧୨ ଜଣିଅ ଦଳରେ ଅମରେନ୍ଦ୍ରଙ୍କୁ ସାମିଲ କରିବା ଓଡିଶା କ୍ରୀଡାପ୍ରେମୀ ଆନନ୍ଦ ଦେଇଛି ।
ଭାରତୀୟ ଦଳ: ମୁଇନ ବେକ ହାଫିଜ, ଅରବିନ୍ଦ ଏମକୁମାର, ବିଶେଷ ଭୃଗବଂଶୀ, ସାହାଇଜ ପି ସିଂ, ଅମରେନ୍ଦ୍ର ନାୟକ, ବିବେକ ଭି ଗୋଟି, କୁଶଳ ସିଂ, ପ୍ରଣବ ପ୍ରିନ୍ସ, ପ୍ରଶାନ୍ତ ରାୱତ, ପ୍ରତ୍ୟାଂଶୁ ଟୋମାର, ଆର୍ଯ୍ୟନ ଓ ଅମ୍ରିିତପାଲ ସିଂ ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.