Latest Odisha News

BREAKING NEWS

ଆସାମରେ ନୂଆ ନିୟମ: ଆଲୋଚନା ବିନା ଯୋଜନାର ଘୋଷଣା କରିପାରିବେନି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଆସାମରେ ପ୍ରଥମ ଥର ପାଇଁ ଏ ଭଳି ଏକ ନିଷ୍ପତି ନିଆଯାଇଛି ଯାହା କି ସମସ୍ତଙ୍କୁ ଚକିତ କରିଛି । ଆସାମ କ୍ୟାବିନେଟର ନିୟମ ଅନୁସାରେ ପୂର୍ବ ସୂଚନା କିମ୍ବା ଆଲୋଚନା ବିନା ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ନୂତନ ଯୋଜନାର ଘୋଷଣା କରିପାରିବେନି । ଏହା ଫଳରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମତେ ଅନ୍ୟ ମନ୍ତ୍ରୀମାନେ ଯୋଜନାର ଘୋଷଣା କରିବା ପୂର୍ବରୁ ଅନୁମତି ନେବେ ।

ଏହି ଯୋଜନା ପାଇଁ ଆବଶ୍ୟକୀୟ ଅର୍ଥ ଅଛି କି ନାହିଁ ତାହା ମଧ୍ୟ ବିଚାରକୁ ନିଆଯିବ । କ୍ୟାବିନେଟ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି ।

Comments are closed, but trackbacks and pingbacks are open.