ଦେବଘରରେ ପହଞ୍ଚିଲା ନ୍ୟାୟ ଯାତ୍ରା, ବାବା ବୈଦ୍ୟନାଥଙ୍କ କଲେ ପୂଜାର୍ଚ୍ଚନା କଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବାହାରି ଆଜି ଝାଡଖଣ୍ଡରେ ପହଞ୍ଚିଛନ୍ତି। ସେ ଏଠାରେ ଥିବା ବାବା ବୈଦ୍ୟନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହି ସମୟରେ ରାହୁଲ ଗୋଲାପୀ ଧୋତି ପିନ୍ଧିଥିବାର ଓ କପାଳରେ ଚନ୍ଦନ ଟିକା ପିନ୍ଧିଥିବାର ନଜର ଆସିଥିଲେ।…