Latest Odisha News

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ, ୭୨ ଜଣ ପ୍ରାର୍ଥିଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ନାମ ମଧ୍ୟ ଅଛି। ୭୨ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ନାଗପୁରର ନିତିନ ଗଡକରୀ ଏବଂ ହମିରପୁର ଅନୁରାଗ…

ରାଷ୍ଟ୍ରପତିଙ୍କୁ ଡକ୍ଟରେଟ ଉପାଧି ଦେଲା ମରିସସ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଛି ମରିସସ ବିଶ୍ୱବିଦ୍ୟାଳୟ। ଦ୍ୱିପାକ୍ଷିକ ସମ୍ପର୍କର ଗଭୀରତାକୁ ପ୍ରତିଫଳିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ମରିସସ୍ ବିଶ୍ୱବିଦ୍ୟାଳୟ ଡକ୍ଟର ଅଫ୍ ସିଭିଲ୍ ଲ’ର ସମ୍ମାନଜନକ ଡିଗ୍ରୀ ପ୍ରଦାନ…

ପୁରୀରେ ଖୋଲିଲା ଓୟୋର ପ୍ରଥମ ‘ହୋମ୍ ଷ୍ଟେ’

ଭୁବନେଶ୍ୱର/ପୁରୀ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।…

ପୁଣି ତେଜିଲା ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମରାମତି ପ୍ରସଙ୍ଗ

ପୁରୀ: ପୁଣି ତେଜିଲା ରତ୍ନଭଣ୍ଡାର ମଣତି ଗଣତି ମରାମତି ପ୍ରସଙ୍ଗ। ରତ୍ନଭଣ୍ଡାରର ଗୋଟିଏ ନୁହେଁ ବରଂ ଦୁଇଟି ଦ୍ୱାର ବୋଲି କହି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର। ୨୦୧୮ରେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ବେଳେ ସେ ଦେଖିଛନ୍ତି। ନୀତି ସହ ସଂଶ୍ଳିଷ୍ଟ…

ଇସି ନିକଟକୁ ନିର୍ବାଚନୀ ବଣ୍ଡ ପଠାଇଲା ଷ୍ଟେଟ ବ୍ୟାଙ୍କ, ସୁପ୍ରିମକୋର୍ଟ ଦେଇଥିଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୋମବାର ସନ୍ଧ୍ୟାରେ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି। ବ୍ୟାଙ୍କର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ…

ୱେବସାଇଟ ଲଞ୍ଚ କଲେ ସରକାର, ଜାଣନ୍ତୁ କେମିତି କରିବେ ସିଏଏ ପାଇଁ ଆବେଦନ; ଆବଶ୍ୟକ କେଉଁ ସବୁ ଦସ୍ତାବିଜ

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଏକ ପୋର୍ଟାଲ ଲଞ୍ଚ କରିଛି। ଗୃହ ମନ୍ତ୍ରଣାଳୟର ଜଣେ ସରକାରୀ ମୁଖପାତ୍ର ଏନେଇ ସୂଚନା ପ୍ରଦାନ କରିଛନ୍ତି। ନାଗରିକତ୍ୱ ସଂଶୋଧନ…

ମେଣ୍ଟ ବଦଳେଇବ କି ଭର୍ତୃହରିଙ୍କ ଭାଗ୍ୟ ?

କଟକ: କଟକ କୁରୁକ୍ଷେତ୍ରକୁ ଓହ୍ଲାଇବେ କାହାର ଯୋଦ୍ଧା ? ଗଡ ବଂଚାଇବ ବିଜେଡି ନା ପ୍ରଥମ ଥର ଫୁଟିବ ପଦ୍ମ ? ଭର୍ତୃହରିଙ୍କୁ ଭରସା କରିବ କି ବିଜେଡି ? ନା ନୂଆ ମୁହଁକୁ ନେଇ କରିବ ଏକ୍ସପେରିମେଂଟ ? ଡାକ୍ତର ପୂର୍ଣ୍ଣଚନ୍ଦ୍ରଙ୍କୁ ବିଜେପି କରିବ କି ସାରଥି ? ନା ସରପ୍ରାଇଜ୍ ଦେବ ଦଳ ? କଣ ରହିଛି…

ରାଜ୍ୟପାଳଙ୍କ ଫିଡ଼ବ୍ୟାକ ଆଉ ମେଣ୍ଟ ଚର୍ଚ୍ଚା

ଭୁବନେଶ୍ୱର: ମେଣ୍ଟ ସମ୍ଭାବନାକୁ ପ୍ରଭାବିତ କରିବ କି ରାଜ୍ୟପାଳଙ୍କ ଫିଡ଼ବ୍ୟାକ। ରାଜ୍ୟ ବିଜେପି ନେତା ଦିଲ୍ଲୀରେ ଡେରା ପକାଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଦିଲ୍ଲୀ ଗସ୍ତରେ ରହିଛନ୍ତି। କୁହାଯାଉଛି କି ମେଣ୍ଟ ସମ୍ପର୍କିତ ମତାମତ ନେବାକୁ ରାଜ୍ୟପାଳଙ୍କୁ ଦିଲ୍ଲୀ ଡକରା ହୋଇଥିବା…

ରାଜ୍ୟର ଦୀର୍ଘତମ ଫ୍ଲାଏଓଭରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ନବନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଯୋଡ଼ାରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ବିଶାଳ…

ସିଏଏ ଲାଗୁ ହେବା ନେଇ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ସରକାର ସୋମବାର ତମାମ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ପୋଷ୍ଟରେ ଏନେଇ…