ଅରୁନ୍ଧତୀ
ଅରୁନ୍ଧତୀ
ଦେବବ୍ରତ ମଦନରାୟ
ଏଭଳି ଦୃଶ୍ୟଟେ ମୋ’ ପାଇଁ ଅପେକ୍ଷା କରିଥିବ, ତାହା ଆଶା କରି ନଥିଲି । ଚିନ୍ତିତ ଓ ବ୍ୟଥିତ ହୋଇ ବସିଚି ସୋଫାରେ ଅରୁନ୍ଧତୀ । ତା’ ଜୀବନରେ ଯାହା ଘଟିଚି, ତାହା ସେତେ ଗୁରୁତ୍ୱପୂର୍ଣ୍ଣ ହୋଇ ନପାରେ ମୋ’ ପାଇଁ । ମୁଁ ଜଣେ ଗାଳ୍ପିକ। ଅନେକ ଚରିତ୍ରକୁ ନେଇ ଲେଖିଚି…