Latest Odisha News

BREAKING NEWS

ତାପମାତ୍ରା

ତାପମାତ୍ରା ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ସାଙ୍ଗସାଥୀ ସମସ୍ତେ ବାହା ହେଇ ସାରିଥିଲେ । ଖାଲି ଯାହା ସେ ବାକି ଥିଲା । ଦେଖା ଚାହାଁ ହେଉ କି ଫୋନରେ ଚିହ୍ନାପର୍ଚ ଲୋକ ତାକୁ କେବଳ ଏଇ ପ୍ରଶ୍ନ ହିଁ ପଚାରୁଥିଲେ । କେବେ ବାହା ହେଉଛ? ବୟସ କଣ ବସିକି ଅଛି ? ନା କାହା ସହିତ ଆଫେୟାର୍ସ ଅଛି…