ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ…
ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ...
ଡିଲେଶ୍ୱର ରଣା
ଛାତିଏ ପାଣିରେ ଠିଆ ହେଇ
କେବେ ଗୀତ ଗାଇଛ ?
ଗାଇନ,
ଗାଇବା ଶିଖିଯ'
ନହେଲେ କନ୍ଦା ଖ' !
କନ୍ଦା କଥାରୁ ମନେ ପଡ଼ିଲା
କଲମୁ, ଢୁଲୁ, ପୁରୁନ୍,ପୁଥି,ଗାଢ଼ କନ୍ଦାରେ ଭର୍ତ୍ତି
ଆମ ଗାଁ ସୁନାମୁଖୀ ସାଗର
ଫି' ସକାଳେ…