ଶ୍ରୀ ଭାଗବତ ସାର ୧: ଶ୍ରୀକୃଷ୍ଣ ଭକ୍ତି ରସରେ ଏକାକାର ମହାତ୍ମା ଶୁକଦେବ ଓ ରାଜା ପରୀକ୍ଷିତ
ଲେଖକ: ଦୟାନିଧି ତ୍ରିପାଠୀ
ଭୁବନେଶ୍ଵର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ଜୀବ ମଧ୍ୟରେ ଥିବା ଅଜ୍ଞାନକୁ ଦୂର କରି ଭଗବାନ ପ୍ରାପ୍ତିର ମାର୍ଗ ଦର୍ଶନ କରେ । ବେଦ, ଉପନିଷଦ, ମହାଭାରତ, ରାମାୟଣ ତଥା ସମସ୍ତ ପୁରାଣ ମଧ୍ୟରେ ଶ୍ରୀମଦ ଭାଗବତ ସୂର୍ଯ୍ୟ ସଦୃଶ୍ୟ ଅଟେ। ସେଥିପାଇଁ…