ଶ୍ରୀ ଭାଗବତ ସାର ୧୧୪: ଭଗବାନ “ପୃଥୁ “ରୂପରେ ଅବତାର ନେଲେ, ନିଜ ପରାକ୍ରମ ବଳରେ ପୃଥିବୀକୁ ସମତଳ କଲେ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଚରିତ୍ରଙ୍କ ପରିପ୍ରକାଶ ଘଟିଛି ଯେଉଁମାନଙ୍କୁ ଆମେ ଅବତାର ଭାବେ ପରିଗଣିତ କରିପାରିବା। ଏହି ଶ୍ରେଣୀରେ ପ୍ରଥମେ ଆସିବେ ପରମାତ୍ମା ଅବଧୂତ, ଯେକି ମହର୍ଷି ଅତ୍ରି ଓ ତାଙ୍କ ପତ୍ନୀ ଅନୁସୟାଙ୍କ ସନ୍ତାନ ଥିଲେ।…