Latest Odisha News

ଶ୍ରୀ ଭାଗବତ ସାର ୧୩୪: ଆମେ ଆମ ଚାରିପାଖରେ ଅନୁଭବ କରୁଥିବା ପ୍ରକୃତି ହିଁ ଆମର ପ୍ରଧାନ ଗୁରୁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଏକ ସାଧାରଣ ବର୍ଣନା ନୁହେଁ ଏହା ମଣିଷ ପାଇଁ ମହାଶିକ୍ଷାର ବର୍ଣନା। ଆମେ ଆମ ଚାରିପାଖରେ ଅନୁଭବ କରୁଥିବା ପ୍ରକୃତି ହିଁ ଆମର ପ୍ରଧାନ ଗୁରୁ, ପ୍ରକୃତିର ପ୍ରତ୍ୟେକ ଉପାଦାନ ଠାରୁ…

ଶ୍ରୀ ଭାଗବତ ସାର ୧୩୩: ମନ୍ୟୁଷ କେବଳ ପାଠଶାଳାରେ ଜ୍ଞାନ ଅର୍ଜନ କରେ ନାହିଁ ବରଂ ତା ଚାରିପାଖରେ ଥିବା ପ୍ରକୃତି ମଧ୍ୟ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଗୋପୀ ମାନଙ୍କ ପ୍ରେମଭକ୍ତି କଥା ସଂସାରକୁ ଶିକ୍ଷା ଦେଇନାହିଁ, ଏଥିରେ ଏଭଳି କିଛି ବିଷୟ ଅବତାରଣ ହୋଇଛି ଯାହା ସବୁ ଯୁଗରେ ମାନବ ସମାଜର ହିତ ସାଧନ କରିପାରିବାର ସାମର୍ଥ୍ୟ ରଖେ। ଏଇ ଯେମିତି ଅବଧୂତଙ୍କ ଚବିଶି…

ଶ୍ରୀ ଭାଗବତ ସାର ୧୩୨: ଗୋପାଙ୍ଗନା ମାନଙ୍କ ବିଳାପ ଆମକୁ ରାଗାତ୍ମିକା ଭକ୍ତିର ପରିଚୟ ଦିଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପ୍ରେମ ଭକ୍ତି ଯେପରି ବର୍ଣ୍ଣନା କରିଛନ୍ତି, ସେହିପରି ଗୋପାଙ୍ଗନା ମାନଙ୍କ କୃଷ୍ଣ ପ୍ରେମ ମଧ୍ୟ ବର୍ଣିତ ହୋଇଛି। ଘଟଣା ଗୋଟିଏ କହୁଛି, ଅକ୍ରୁର ଶ୍ରୀରାମକୃଷ୍ଣ ବେନି ଭାଇଙ୍କୁ ମଥୁରା…

ଶ୍ରୀ ଭାଗବତ ସାର ୧୩୧: ବୃନ୍ଦାବନ ଲୀଳା ସ୍ମରଣ ମାତ୍ରେ କୃଷ୍ଣ ଭାବ ଗ୍ରସ୍ତ ହୋଇ ମୁର୍ଚ୍ଛିତ ହୋଇପାରନ୍ତି, ଏହାହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଏହି ଗୋପୀ ଭାବ ଏହା ଶିକ୍ଷା ଦିଏ ଯେ ଦ୍ଵାରକାପୂରର ଐଶ୍ୱର୍ଯ୍ୟ କୋଳରେ ଅଷ୍ଟ ପାଟବଂଶୀଙ୍କର ଦୈହିକ ପ୍ରେମ ବନ୍ଧନ ମଧ୍ୟ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କୁ ବାନ୍ଧି ପାରିନଥିଲା, ଶ୍ରମଦ ଭାଗବତ କହେ ସେ ସର୍ବଦା…

ଶ୍ରୀ ଭାଗବତ ସାର ୧୩୦: ଗୋପୀମାନଙ୍କ ଭଳି ସର୍ବଦା ଶ୍ରୀକୃଷ୍ଣଙ୍କୁ ହୃଦୟରେ ରଖିବ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯାହାର ମୂଳ ଆଧାର ହେଲା ଶ୍ରୀକୃଷ୍ଣ ପ୍ରେମଭକ୍ତି କିନ୍ତୁ ଗୋପୀ ମାନଙ୍କ ପ୍ରେମ ଭକ୍ତିର ପରାକାଷ୍ଠା ସବୁଠାରୁ ଉତ୍କୃଷ୍ଟ ଓ ଦୁର୍ଲ୍ଲଭ ସେଥିପାଇଁ କବି ଦେବ ଦୁର୍ଲଭ ଦାସ ନିଜ ରଚନାରେ ଲେଖିଲେ "ଚାରିଭକ୍ତି ମଧେ…

ଶ୍ରୀ ଭାଗବତ ସାର ୧୨୯: ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି। ଏହି ଭକ୍ତିର ମୂଖ୍ୟ ଉପାଦାନ ହେଉଛି ଅନୁରାଗ, ସେଥିପାଇଁ ଏହା ପ୍ରେମ ଭକ୍ତି ରୂପେ ବିବେଚିତ ହୋଇଥାଏ। ଏଥିରେ ଜୀବ (ଗୋପୀ ଗଣ )ପରମ…

ଶ୍ରୀ ଭାଗବତ ସାର ୧୨୮: ଅସୁସ୍ଥ କୃଷ୍ଣଙ୍କୁ ସୁସ୍ଥ କରିବା ପାଇଁ ଗୋପୀମାନେ ନିଜ ନିଜର ପାଦ ଧୂଳି ପ୍ରଦାନ କରି ନର୍କଗାମୀ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କୃଷ୍ଣଭକ୍ତି ରସ ସହିତ ଗୋପୀ ପ୍ରେମ ରସରେ ଭରପୁର ଅଟେ। ସେଥିପାଇଁ ଗୋପୀ ଭକ୍ତି ଭାବକୁ ସାଧାରଣରେ "କାମ ରୁପା" ବୋଲି ବିବେଚନା କରାଯାଏ। ରୂପ ଗୋସ୍ୱାମୀ କହିଛନ୍ତି "ପ୍ରେମୈବ ଗୋପରାମାଣାଂ କାମ ଇତ୍ୟଗମତ ପ୍ରଥାମ"।…

ଶ୍ରୀ ଭାଗବତ ସାର ୧୨୭: ବ୍ରଜବାସୀ ଗୋପୀ ମାନଙ୍କ ପଖାତର ରାଗାନୁଗା ଭକ୍ତି ଦେଖାଯାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ ବର୍ଣନାରେ ଭକ୍ତ ମାନଙ୍କଠାରେ ଦୁଇ ପ୍ରକାର ଭକ୍ତି ଦେଖାଯାଏ। ଯଥା ବୈଧୀ ଓ ରାଗାନୁଗା ଭକ୍ତି। ଆମେ ଦୁଇଟି ଯାକ ଭକ୍ତିର ସ୍ୱରୂପ ଗତ ଅଧ୍ୟାୟରେ ଆଲୋଚନା କରିସାରିଛେ ଓ ଏହା ବି ଜାଣିଛେ ବ୍ରଜବାସୀ…

ଶ୍ରୀ ଭାଗବତ ସାର ୧୨୬: ଗୋପୀ ଭାବଟିର ସ୍ୱରୂପ କଣ ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ, ସାଧାରଣ ଭକ୍ତି ଭାବ ଠାରୁ ସମ୍ପୂର୍ଣ ଭିନ୍ନ। ଆମେ ଷୋଳ ହଜାର ଗୋପୀଙ୍କ ଉତ୍ପତି ଵିଷୟରେ ଜାଣିଲେ, ଏଠାରେ ଗୋଟିଏ ତତ୍ୱ ପରିଷ୍କାର ଭାବରେ ପରିଲିକ୍ଷିତ ହେଲା, ଯାହାକୁ ଆମେ ବ୍ରହ୍ମ ତତ୍ୱ କହିବା,…

ଶ୍ରୀ ଭାଗବତ ସାର ୧୨୫: ତ୍ରେତୟାର ସ୍ଵର୍ଣ୍ଣ ପ୍ରତିମା ଗଣ ଦ୍ୱାପରରେ ବା ବ୍ରଜରେ ଗୋପୀ ଭାବରେ ଜନ୍ମ ଗ୍ରହଣ କଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଗୋପୀ ଭାବ କଥା ଆଲୋଚନା କରୁ କରୁ ଆମେ ଜାଣିଲେ ଗୋପୀ କିଏ, କିନ୍ତୁ ଷୋଳ ସହସ୍ର ଗୋପୀଙ୍କ ହିସାବ ଅନୁସାରେ ଆମେ ଚାରି ହଜାର ଶ୍ରୁତିଗଣ, ଚାରିହଜାର ଦେବକନ୍ୟା ଓ ଚାରିହଜାର ଯଜ୍ଞରତ ଋଷି ଗଣଙ୍କ କଥା ଜାଣିଲେ…