ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କୃଷ୍ଣଲୀଳାସମ୍ପର୍କୀୟ ବିଭିନ୍ନ ବେଶ ବର୍ଣ୍ଣନା ସମୟରେ ଆମେ ଦୁଇଟି ପ୍ରମୁଖ ବେଶ "ବଣ ଭୋଜି" ବେଶ ଓ "କାଳୀୟ ଦଳନ" ବେଶ ବିଷୟରେ କିଛି କିଛି ତଥ୍ୟ ଜାଣିଲେ।…