ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ଶକ୍ତି ସ୍ୱରୂପିଣୀ ଦକ୍ଷିଣକାଳିକା ରୂପେ ବର୍ଣ୍ଣିତହୋଇ ଥିବାର ଜାଣିଲେ । ସାଧାରଣତଃ ଶ୍ରୀଜଗନ୍ନାଥ ଯେ ପୁରୁଷୋତ୍ତମସ୍ୱରୂପ ପରମ ପୁରୁଷ ଏହା ସର୍ବତଃ…