ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସାମ୍ୟବାଦ ସଂସ୍କୃତିର ପ୍ରଚାର ପ୍ରସାରରେ ଓଡ଼ିଶାର ମହାରାଜା ଓ ଗଜପତିମାନଙ୍କ ଭୂମିକା ଯେତିକି, ତାଠାରୁ ଶ୍ରୀଜଗନ୍ନାଥଙ୍କ ଭାବରେ ବନ୍ଧା ଭକ୍ତ ଙ୍କ ଭୂମିକା…