ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିଜର ଅପୃର୍ବ ମାନୁଶୀ ଲୀଳା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ପ୍ରଭୁଙ୍କର ଗୋପନୀୟ ଅନବସର ଉପଚାର ଚାଲିଛି । କାରଣ ସ୍ନାନ ପୁର୍ଣିମା ରେ ପ୍ରତ୍ୟକ୍ଷ…