ଅସୁରକ୍ଷିତ ଆମେରିକା? ସ୍କୁଲ ଭିତରେ ଗର୍ଜିଲା ବନ୍ଧୁକ, ୩ ଜଣଙ୍କ ମୃତ୍ୟୁ ୨୦ ଆହତ
ଓ୍ୱାଶିଂଟନ: ଅସୁରକ୍ଷିତ ଆମେରିକା? ଦିନ ଦ୍ୱିପ୍ରହରରେ ଫୁଟି ଚାଲିଛି ଗୁଳି। ମିନେସୋଟାର ମିନିଆପୋଲିସ୍ରେ ଏକ କ୍ୟାଥୋଲିକ ସ୍କୁଲରେ ଭୟଙ୍କର ଗୁଳିମାଡ଼ ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାଟି ସ୍ଥାନୀୟ ସମୟ ସକାଳେ ଘଟିଥିବା ଜଣାପଡ଼ିଛି।…