Latest Odisha News

BREAKING NEWS

କାହିଁକି ରାଜ୍ୟରେ ବଢୁଛି ବିଜୁଳି ଦର? ଗୁମର ଖୋଲିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ରାଜ୍ୟରେ ଲଗାତର ବିଜୁଳି ଦର ବଢି଼ ଚାଲିଛି। ଏହା ପଛର ଗୁମର ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। ସେ କହିଛନ୍ତି, ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ, ଓଡ଼ିଶା କୋଲ୍ ଆଣ୍ଡ ପାୱର ଲିମିଟେଡ଼ କୋଇଲା ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ ଉଲଘଂନ…

ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପାଇଲା ନୂଆ ଅଫିସ। ରାଜଧାନୀ ସ୍ଥିତ ସତ୍ୟନଗର ଅଞ୍ଚଳରେ ଥିବା ପ୍ରତିଷ୍ଠିତ BMC-ICOMC ବିଲ୍ଡିଂକୁ ସ୍ଥାନାନ୍ତରିତ ହୋଇଛି ନୂଆ ଅଫିସ। ଏହି 12 ମହଲା କୋଠାର 5ମ ମହଲାରେ ବିଏମସି ଅଫିସ ରହିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ…

ଗୋପ ମାଟିତଳୁ ତେଲ ବାହାର କରିବାକୁ ଲାଗିଲା ରିଗ୍ ମେସିନ୍

କୋଣାର୍କ: କୋଣାର୍କ ନିକଟ ପୁରୀ ଗୋପ ବ୍ଲକ ଅନ୍ତର୍ଗତ କୁସୁପୁର ଠାରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁଧ୍ୟାନ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏକ ତୈଳ ରିଗ ମେସିନ୍ ସ୍ଥାପନ ବସାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରିଗ ମେସିନକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଅତ୍ୟାଧୁନିକ…

‘ହେପାଜତରେ ଥିବା ବେଳେ ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ପିଟିସନର ଶୁଣାଣି କରି କହିଛନ୍ତି ଯେ ନ୍ୟାୟିକ କିମ୍ବା ପୋଲିସ୍ ହେପାଜତରେ କୌଣସି ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା କରିବା ଅସାମ୍ବିଧାନିକ। ଜେଲରେ ଥିବା ବ୍ୟକ୍ତିଙ୍କ ମୌଳିକ ସମ୍ମାନ ରକ୍ଷା କରାଯିବା ଆବଶ୍ୟକ। ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ…

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ଆସିନି: ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓଡ଼ିଶା ସରକାର କୌଣସି ପ୍ରସ୍ତାବ ଦେଇ ନାହାନ୍ତି। ବରଗଡ ସାଂସଦ ସୁରେଶ ପୂଜାରୀ ଏ ନେଇ ଲୋକସଭାର ଶୂନ୍ୟକାଳରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ଆଇନ ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି,…

ବିହାର ଝିଅକୁ ବିବାହ କରି ଠକି ଦେଲା ବାଲେଶ୍ବର ପୁଅ!

ସୋର: ବିହାରର ଝିଅକୁ ବାଲେଶ୍ୱର ଜିଲ୍ଲାର ପୁଅ ଠକି ଦେଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରେ ବିବାହ କରିବା ପରେ ସୋର ଅଞ୍ଚଳର ଏହି ଯୁବକ ଠକି ଦେଇଥିବା ଅଭିଯୋଗ ହୋଇଛି। 22 ବର୍ଷୀୟା ଯୁବତୀ ଜଣକ ଏ ନେଇ ସୋର ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ…

ଝାରସୁଗୁଡାରେ ପୋଲିସ ଡିଜି ଓ ଜଷ୍ଟିସ ଜେ.ପି ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଥିବା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ ମଙ୍ଗଳବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଜଷ୍ଟିସ୍ ଜେ.ପି ଦାସ ବ୍ରଜରାଜନଗର ସହରରେ ଥିବା କ୍ରାଇମସ୍ପଟ ପରିଦର୍ଶନ…

ନବ ଦାସଙ୍କ ଇସିଜି ରିପୋର୍ଟ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ମନ୍ତ୍ରୀ ନବ ହାସ ହତ୍ୟା ଘଟଣାକୁ ୧୦ ଦିନ ପୁରିଛି। ହେଲେ ଏଯାବତ ହତ୍ୟାର ଉଦ୍ଦେଶ୍ୟ ଜଣାପଡି ନାହିଁ। ହେଲେ ଯେଉଁଭଳି ଭାବେ ତଦନ୍ତ ହେଉଛି ଏବଂ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ଯେଉଁ ସୂଚନା ଆସୁଛି ତାକୁ ନେଇ ସନ୍ଦେହ ପ୍ରକାଶ କରିଛି ଛାତ୍ର କଂଗ୍ରେସ। ସିଧା ରାଜ୍ୟ…

ପିଏଫରୁ ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ) ସହ ଜଡିତ ନିୟମକୁ ପରିବର୍ତ୍ତନ କରିଛନ୍ତି। ଯଦି ଇପିଏଫ୍ ଗ୍ରାହକ ପାଞ୍ଚ ବର୍ଷ ହେବ ଖାତା ଖୋଲିନାହାନ୍ତି କିନ୍ତୁ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ…

ଏସିଆ ମହାଦେଶର ସବୁଠୁ ବଡ଼ ହେଲିକପ୍ଟର କାରଖାନା ଉଦଘାଟିତ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ତୁମକୁରୁରେ ହାଲ ହେଲିକପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକପ୍ଟରକୁ ଉନ୍ମୋଚନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି…