ଋଷ ରାଷ୍ଟ୍ରପତିଙ୍କ ସାମ୍ନାରେ ହେଡଫୋନ୍ ଲଗାଇପାରେଲିନି ପାକିସ୍ତାନ ପ୍ରଧାନମନ୍ତ୍ରୀ, ହସିଦେଲେ ପୁଟିନ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଂଘାଇ କୋପୋର୍ସନ ଅର୍ଗାନାଇଜେନ ବା ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…