Latest Odisha News

BREAKING NEWS

ଡବଲ ସେଞ୍ଚୁରୀ ପରେ ଇଶାନ କିଶନଙ୍କ ବ୍ୟାଟରେ ଲାଗିଗଲାଣି କଳଙ୍କି!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆର ଯୁବ ଚେହେରା ତଥା ୱିକେଟ୍ କିପର ବ୍ୟାଟସମ୍ୟାନ ଇଶାନ୍ କିଶନ ୧୦ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଡବଲ ସେଞ୍ଚୁରୀ ମାରିଥିଲେ। ଦ୍ୱିଶତକ ରନ୍ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ଦିନିକିଆରେ…

କେସିଆରଙ୍କ ‘ଆମ୍ବାସଡାର’ରେ ଦୁଇ ପ୍ରତିଦ୍ୱନ୍ଦୀ ଗମାଙ୍ଗ-ପାଙ୍ଗୀ ରହିପାରିବେ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଭୟ ପରସ୍ପରର ରାଜନୈତିକ ପ୍ରତିଦ୍ବନ୍ଦୀ। କଂଗ୍ରେସ-ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ନିଜ ଭିତରେ ଥିବା ମତଭେଦ ପାଇଁ ଅସୁରକ୍ଷିତ ମନେ କରିଥିଲେ। ଏବେ କିନ୍ତୁ ଉଭୟ ପଦ୍ମ ପ୍ଲାଟଫର୍ମ ଛାଡି ଧଳା ରଙ୍ଗର 'ଆମ୍ବାସଡାର' (ବିଆରଏସ ଲୋଗୋ)ରେ…

ନକଲି ଡାକ୍ତର ଚିହ୍ନଟ ମାମଲା, ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଭୁବନେଶ୍ୱର: ରାଜ୍ୟରେ କେତେ ଜଣ ନକଲି ଡାକ୍ତର ରହିଛନ୍ତି। ତାର ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ। ରାଜ୍ୟ ସରକାର ଏହାର ଉତ୍ତର ରଖି କହିଥିଲେ, ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଧାର୍ଯ୍ୟ ସମୟସୀମା ଉଲ୍ଲେଖ କରିନଥିଲେ ସରକାର।…

ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ଓଡ଼ିଆ ଖାଦ୍ୟ, ଆଜି ଆୟୋଜିତ ହେବ ପ୍ୟାକେଜିଂ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ କର୍ମଶାଳା ଆୟୋଜିତ ହେବ। ଆଜି ପୂର୍ବାହ୍ନ ୧୦.୩୦ ଠାରୁ ଭୁବନେଶ୍ୱର ସ୍ଥିତ ହୋଟେଲ ଦି ନିଉ ମାରିଅନରେ ଆୟୋଜନ କରାଯିବ। କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କର…

‘କମ୍ ସାକ୍ଷରତା ଖରାପ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ’

ନୂଆଦିଲ୍ଲୀ: ଆଜିର ସମାଜରେ ଅବସାଦ ବା ମାନସିକ ସ୍ୱାସ୍ଥ୍ୟ ଖରାପ ରହିବା ସାଧାରଣ କଥା ହୋଇଗଲାଣି। କିନ୍ତୁ କେଉଁମାନେ ଅଧିକାଂଶ ଏପରି ରହୁଛନ୍ତି ତାର ଏକ ଅନୁଶୀଳିନ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି କମ୍ ପାଠୁଆ ବ୍ୟକ୍ତିଙ୍କ ଠାରେ ଅଧିକ ମାନସିକ ଅବସାଦ ରହୁଛି। ଭାରତ ସମେତ ନଅଟି…

ମୋଦୀ, ମନମୋହନ, ବାଜପେୟୀ, ଇନ୍ଦିରାଙ୍କ ମଧ୍ୟରେ କିଏ ଭଲ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ସି ଭୋଟର ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିବା ଚେହେରା ଉପରେ ଏକ ସର୍ଭେ କରିଛି ଯେଉଁଥିରେ ଦେଶର ଭଲ ପ୍ରଧାନମନ୍ତ୍ରୀ ଥିବା ଲୋକଙ୍କଠାରୁ ଜାଣିବାକୁ ଚେଷ୍ଟା କରାଯାଇଛି। ଏହି ସର୍ଭେରେ ନରେନ୍ଦ୍ର ମୋଦୀ, ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ ଏବଂ…

ତେଜୁଛି ନୀତୀଶ-କୁଶଓ୍ୱା କଳି, ବିଜେପି ଦେଲା ଅଫର

ପାଟଣା: ଉପେନ୍ଦ୍ର କୁଶୱାଙ୍କୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ କନ୍ଦଳ ଦେଖାଦେଇଛି। ଗୋଟିଏପଟେ ଉପେନ୍ଦ୍ର କୁଶୱା ଖୋଲାଖୋଲି ଭାବେ ଦଳରେ ତାଙ୍କର ଅଂଶୀଦାର ମାଗୁଛନ୍ତି ଏବଂ ଏଥିରେ ଅଂଶଗ୍ରହଣ ନକରି ସେ ଦଳ ଛାଡିବେ ନାହିଁ ବୋଲି କହୁଥିବାବେଳେ ନୀତୀଶ କୁମାର…

ଜେଏନୟୁରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପଛରେ ‘ବାହାର ଲୋକ’?

ନୂଆଦିଲ୍ଲୀ: ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ସାରା ଦେଶରେ ବିବାଦ ତେଜୁଥିବା ବେଳେ ଏକ ନୂୂଆ ଦିଗ ସାମ୍ନାକୁ ଆସିଛି। ଦିଲ୍ଲୀ ଜେଏନୟୁରେ ଏହାକୁ ନେଇ ବିବାଦ ତେଜୁଥିବା ବେଳେ ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି ଯେ 'ବାହାର ଲୋକ' ବିଶ୍ୱବିଦ୍ୟାଳୟ…

ମଦ୍ୟପାନ ଓ ଇଣ୍ଟରନେଟ ପ୍ରତି ବଢୁଥିବା ଆଗ୍ରହ ପଛର କାରଣ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଦୁନିଆରେ ଛୋଟ ଛୁଆଠୁ ବୃଦ୍ଧ ଅଧିକାଂଶ ବହିର ପୃଷ୍ଠା ଅପେକ୍ଷା ମୋବାଇଲ ସ୍କ୍ରିନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦିନରାତି ଡାଟା କନଜ୍ୟୁମରେ ଯେପରି ପ୍ରତିଯୋଗିତା ଲାଗିଲାଣି। ଯାହାକି ଏକ ପ୍ରକାର ଖରାପ ବୋଲି କୁହାଗଲାଣି। କାରଣ ଇଣ୍ଟରନେଟ ପାଇଁ…

ନୈରାଶ୍ୟଜନକ ପ୍ରଦର୍ଶନ, ରାଞ୍ଚିରେ ଭାରତକୁ ମାତ୍ ଦେଲା ନ୍ୟୁଜିଲ୍ୟାଣ୍ଡ

ରାଞ୍ଚି: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି -୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଭାରତକୁ ହରାଇଛି। ଯଦିଓ ଟିମ୍ ଇଣ୍ଡିଆର ୱାଶିଂଟନ୍ ସୁନ୍ଦର ଦଳ ପାଇଁ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ ହେଲେ ଦଳ ହାରିଛି। ସୁନ୍ଦର…