ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରିବାହୀ ବସ, ୩୦ ଆହତ
ଜି ଉଦୟଗିରି: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରିବାହୀ ବସ୍ । ବାଲିଗୁଡାର ବୁଡ଼ାଗୁଡା ରାସ୍ତାର ଗଣ୍ଡମୁଣ୍ଡା ଘାଟିରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩୦ ଫୁଟ୍ ତଳକୁ ଯାତ୍ରିବାହୀ ବସରେ ୩୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଯେଉଁଥିରେ ୫ ଜଣ ଶିଶୁ ମଧ୍ୟ ଥିଲେ। ସମସ୍ତ…