ଆବାସ ଯୋଜନାରେ ଲୋଗୋକୁ ନେଇ ଚେତାଇଲା ବିଜେପି, ଜବାବ ରଖିଲା ବିଜେଡି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ସାଢେ 9 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ହେଲେ ଏହି ଯୋଜନାରେ ଲୋଗୋକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ବିବାଦ ଥିଲା ତାହା ପୁଣିଥରେ ଆରମ୍ଭ ହେବାକୁ ଯାଉଛି ବୋଲି ଆଭାସ ମିଳିଛି।…