Latest Odisha News

BREAKING NEWS

ପୁନେରେ ବ୍ୟାଟିଂ-ବୋଲିଂ ଫ୍ଲପ୍, ୧୬ ରନରେ ହାରିଲେ ହାର୍ଦ୍ଦିକ ଆଣ୍ଡ କୋ

ପୁନେ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଭାରତୀୟ ଦଳକୁ ୧୬ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସ‌ୋସିଏସନ୍‌ ଷ୍ଟାଡିୟମ୍‌ରେ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୯୦ ରନ୍‌…

ରତ୍ନ ଭଣ୍ଡାର ସ୍ଥିତି କ’ଣ? ସତ୍ୟପାଠ ଦାଖଲ ପାଇଁ ସମୟ ମାଗିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

କଟକ: ଗୁରୁବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ମାଗିଛି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ସତ୍ୟପାଠ ଦାଖଲ କରାଯିବ ବୋଲି ଏସଜେଟିଏ ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ପୂର୍ବ…

FACT CHECK: ବିଶ୍ୱର ବୃହତମ ହକି ଷ୍ଟାଡିୟମ କେଉଁଠି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟରେ ହକି ବିଶ୍ୱ କପ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ରାଉରକେଲାରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଆଉ ଏହି ସମୟରେ ବିଶ୍ୱର ବୃହତମ ହକି…

ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ, ଏହି ରାଜ୍ୟ ଉପରେ ଫୋକସ

ନୂଆଦିଲ୍ଲୀ: ଜାନୁଆରୀ ୧୬ ଏବଂ ୧୭ ରେ ନୂଆଦିଲ୍ଲୀରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ। ବିଜେପିର ଏହି ବୈଠକରେ ଚଳିତ ବର୍ଷ ନଅଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରଣନୀତି ପ୍ରସ୍ତୁତ କରାଯିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଭୁଲ UPI ଆକାଉଣ୍ଟକୁ ଟଙ୍କା ଯାଇଛି? ଆରବିଆଇ କହିଲା କେମିତି ଫେରସ୍ତ ପାଇବେ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ UPI ମାଧ୍ୟମରେ କାହାକୁ ଅନଲାଇନରେ ଟଙ୍କା ପଠାନ୍ତି କିମ୍ବା QR କୋଡ୍ ସ୍କାନ୍ କରି ଟଙ୍କା ପଠାନ୍ତି ଏବଂ ଯଦି ଟଙ୍କା ଏକ ଭୁଲ ଆକାଉଣ୍ଟକୁ ଯାଏ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଆପଣ Paytm, Google Pay ଏବଂ PhonePe ପରି ସର୍ଭିସର ସାହାଯ୍ୟ…

ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ୫ ଜଣ ପରାମର୍ଶଦାତା ନିୟୋଜିତ କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ…

ବନ୍ଦେ ଭାରତ ଏକ୍ସପ୍ରେସକୁ ମମତାଙ୍କ କଟାକ୍ଷ, ‘ପୁରୁଣା ଟ୍ରେନରେ ନୂଆ ଇଞ୍ଜିନ’

କୋଲକାତା: ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଶ୍ଚିମବଙ୍ଗରେ ଦ୍ବିତୀୟ ଥର ଲଗାତର ପଥର ମାଡ଼ ହୋଇଛି। ଏହି ଘଟଣା ପରେ ବିରୋଧୀ ବିଜେପି ରାଜ୍ୟରେ ମମତା ସରକାରକୁ ଘେରିଛି। ପରେ ପ୍ରଥମ ଥର ପାଇଁ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବିଜେପି ଅଯଥାରେ ମିଥ୍ୟା ଆରୋପ ଲଗାଉଛି।…

ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଉଦଘାଟିତ

ରାଉରକେଲା: ରାଉରକେଲାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ। ବିଶ୍ଵ କ୍ରୀଡା ଈତିହାସ ରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତିସ ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି…

ଛାତ୍ରକୁ ମାଡ଼ମାରିବା ଘଟଣା, ବିଜେବି କଲେଜର ୪ ଛାତ୍ର ନିଲମ୍ବିତ

ଭୁବନେଶ୍ୱର: ବିଜେବି କଲେଜ ଯୁକ୍ତ ୨ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ପୋଲିସ ୪ ଛାତ୍ରଙ୍କୁ ଗିରଫ କରିଛି। ଏହାପରେ କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ୪ ଛାତ୍ରଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଛାତ୍ର ହେଲେ ପ୍ରିୟରଂଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା ଓ ବିକାଶ କୁମାର ଦାସ।…

ସୋଆ ବିଶ୍ଵବିଦ୍ୟାଳୟରେ 5ଜି ଲ୍ୟାବ ତିଆରି ହେବ

ଭୁବନେଶ୍ୱର: ଏସଟିପିଆଇ ଦ୍ୱାରା ରାଜ୍ୟର ୮ଟି ଜାଗାରେ ହେବ ସଫ୍ଟୱେୟାର ଟେକ୍ନୋଲଜି ପାର୍କ। ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଯାଜପୁର, ସମ୍ବଲପୁରରେ ତିଆରି ହେବ ଏହି ସଫ୍ଟୱେୟାର ଟେକ୍ନୋଲଜି ପାର୍କ। ଡିସେମ୍ବର ୩୧ ୨୦୨୩ ସୁଦ୍ଧା କାମ ସାରିବା ପାଇଁ…