ନୂଆବର୍ଷ ପୂର୍ବରୁ ୟୁକ୍ରେନ ଉପରେ ଋଷର ଏୟାରଷ୍ଟ୍ରାଇକ
ମସ୍କୋ: ଗୋଟିଏ ପଟେ ସମଗ୍ର ବିଶ୍ୱ ନୂଆ ବର୍ଷ ପାଳନ କରିବାରେ ବ୍ୟସ୍ତ, ଅନ୍ୟପଟେ ଋଷ ପୁଣିଥରେ ୟୁକ୍ରେନର ରାଜଧାନୀ ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ ଉପରେ ଗୋଟିଏ ପରେ ଗୋଟିଏ ୧୦ଟି କ୍ଷେପଣାସ୍ତ୍ର ପକାଇ ବିସ୍ଫୋରଣ କରିଥିବା ଶୁଣିବାକୁ ମିଳିଛି। ଏହି ଆକ୍ରମଣ ପରେ ସାରା ଦେଶରେ ଏୟାର ରେଡ୍…