Latest Odisha News

BREAKING NEWS

ଜ୍ୟାକଲିନଙ୍କୁ କୋର୍ଟକୁ ଟାଣିଲେ ନୋରା, ଦାୟର କଲେ ମାନହାନୀ ମୋକଦ୍ଦମା

ମୁମ୍ବାଇ: ବଲିଓଡ ଅଭିନେତ୍ରୀ ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ନୋରା ଅଭିଯୋଗ କରିଛନ୍ତି ଯେ ଜ୍ୟାକଲିନ ତାଙ୍କ ବିବୃତ୍ତି ମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ସେ ଆଇପିସିର ଧାରା…

୨୬/୧୧ ଶୈଳୀରେ ଆକ୍ରମଣ! କାବୁଲରେ ଚୀନ ନାଗରିକ ରହୁଥିବା ହୋଟେଲରେ ଗୁଳି ବର୍ଷା

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲରେ ବୋମା ଜରିଆରେ ଆକ୍ରମଣ ହୋଇଛି। ଚୀନର ଅଧିକାରୀ ଏବଂ ବ୍ୟବସାୟୀମାନେ ପ୍ରାୟତଃ ଏହି ହୋଟେଲରେ ରହିଥା’ନ୍ତି। ଏହା ଚୀନ୍ ଅଧିକାରୀଙ୍କ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା। ଆକ୍ରମଣକାରୀମାନେ ଏବେ ମଧ୍ୟ ଉପସ୍ଥିତ ରହି ଏହି ହୋଟେଲରେ ଗୁଳି…

ନବୀନ କାହାକୁ ଭରସା କରିବେ ମୋଦୀ ନା ନୀତିଶ?

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ କାହା ସହିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ କମ୍ ସମୟ ରହିଛି । ଏହା ପୂର୍ବରୁ ନବୀନଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଅନେକ…

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ

ଭୁବନେଶ୍ୱର: ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ। ସେ ଯାଜପୁର ଲୋକସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମୋହନ ଜେନା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି। ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ସେ ଚାରି ବର୍ଷ…

ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଜଡିତ ଥିବା ହାଇ ପ୍ରୋଫାଇଲ ବ୍ଯକ୍ତିଙ୍କ ବାବଦରେ ଅଧିକ ଜାଣିବାକୁ ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ…

ବିଳମ୍ବିତ ରାତି ଯାଏ ବାର ଚଳାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚଲାଇବା ପଡିଲା ମହଙ୍ଗା। ଦୁଇଟି ବାରକୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି ଦୁଇ ବାର ହେଲେ ଏକାମ୍ର ବାର ଓ ରଙ୍ଗିଲା ବାର। ଗତକାଲି ଅବକାରୀ ଟିମ୍ ଏକକାଳୀନ 8ଟି ବାରରେ ଚଢ଼ାଉ କରିଥିଲା। ଲକ୍ଷ୍ମୀସାଗର ପୋଲିସ ସହାୟତାରେ ଏହି…

୪୮ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ପିକନିକ୍ ବସ୍ ଓଲଟି ପଡ଼ିଲା, ୨ ଛାତ୍ରଙ୍କର ମୃତ୍ୟୁ

ରବିବାର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଛାତ୍ରଛାତ୍ରୀ ଭର୍ତ୍ତି ବସ୍ ଓଲଟି ପଡିଛି। ରାୟଗଡର ଖୋପୋଲି ପୋଲିସ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସରେ ମୋଟ୍ ୪୮ ଜଣ ଛାତ୍ରଛାତ୍ରୀ ଥିଲେ। ବସଟି ଓଲଟି ପଡିବାରୁ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ…

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ‘ଗର୍ଜନ’ ପରେ ପଲଟିପାରନ୍ତି ଆପ୍ ବିଧାୟକ

ସୁରଟ: ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ପରେ ଆମ ଆଦମୀ ପାର୍ଟିର ବିଧାୟକମାନେ ପଟ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଆମ୍ ଆଦମୀ ପାର୍ଟିର ବିଶାବାଦରୁ ଜିତିଥିବା ବିଧାୟକ ଭୂପତ ଭୟାନି ଭାରତୀୟ ଜନତା ପାର୍ଟି ସପକ୍ଷରେ ଗୁଣଗାନ କରିବା…

ବିବାହ ଭୋଜି ଖାଇ କାରରେ ଫେରୁଥିଲେ ଦୁଇ ଦମ୍ପତି, ଏବେ ମିଳୁନି ଖୋଜଖୋବର

ଉମରକୋଟ: ବାହାଘର ଭୋଜି ଖାଇ ଫେରିବା ବେଳେ ଅପହରଣ । ଛତିଶଗଡରୁ ଫେରିବା ବେଳେ ଅପହରଣର ଶିକାର ହୋଇଥିବା ଅଭିଯୋଗ ରହିଛି। ଗତକାଲି ରାତି 10ଟା ସମୟରେ ଅପହରଣ ହୋଇଛନ୍ତି। ମୋବାଇଲ୍ ସୁଇଚ ଅଫ୍ ଦେଖାଇବା ପରେ ପରିବାର ଲୋକେ କାଙ୍କେର କତୁଆଲି ଥାନାରେ ଏତଲା ଦେଇଛନ୍ତି। ଅପହରଣର ଶିକାର…

୨୦୨୪ ରେ ବିଜେଡ଼ି ଓ କଂଗ୍ରେସ ଡିଲ କାମ ଦେବନି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ଓ କଂଗ୍ରେସ ଏକାଠି ହେବାରୁ ବିଜେପି ନିର୍ବାଚନରେ ହାରିଗଲା। ଏବେ ଯେଉଁଭଳି ଡିଲ୍ ହୋଇଛି ତାହା ଆଗାମୀ ଦିନରେ ଅର୍ଥାତ୍ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କାମ ଦେବନି। ଏହା କହିଛନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆଜି ପୁଣିଥରେ ସମାନ କଥା…