‘ବାପା ପାଇଁ କିଡନୀ ଦେଉନି ବରଂ ନିଜ ଶରୀରର ମାଂସ ଖଣ୍ଡିଏ ଦେଉଛି’
ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ହେବ କିଡନୀ ପ୍ରତିରୋପଣ। ଏଥିପାଇଁ ଆବଶ୍ୟକ ରହିଛି କିଡନୀ। ଆଉ କିଡନୀ ଦେବେ ବୋଲି କହିଛନ୍ତି ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ଯିଏକି ସିଙ୍ଗାପୁରରେ ରୁହନ୍ତି।
ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବଡ଼ ଭଉଣୀ ତାଙ୍କ…