ଯୌତୁକ ନିର୍ଯାତନା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ହାଇକୋର୍ଟଙ୍କ ୧୦ ଲକ୍ଷ ଟଙ୍କାର ଜାମିନ ସର୍ତ୍ତ ଖାରଜ
ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ମାମଲାରେ ଜାମିନ ପାଇଁ ଝାଡଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶର ସର୍ତ୍ତକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଯେଉଁଥିରେ ସ୍ୱାମୀ ଜଣଙ୍କୁ ଜାମିନ ପ୍ରଦାନ କରିବା ବେଳେ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ୨୦୨୧ ମାର୍ଚ୍ଚ ୪ ଏବଂ ୫ରେ ହାଇକୋର୍ଟ…