Latest Odisha News

BREAKING NEWS

ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଗିରଫ

କଟକ: ନକଲି ଔଷଧ ବିକ୍ରି ମାମଲାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ନକଲି ବ୍ଲଡ ପ୍ରେସର ଔଷଧ ବିକ୍ରି ଘଟଣାରେ କମିଶନରେଟ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିବା ପରେ ଏହି ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି। କଟକ ନୟାସଡ଼କ ଓ ନିମଚଉଡି ଅଞ୍ଚଳରେ ଦୁଇ ଷ୍ଟକିଷ୍ଟ ଶିବ…

ଧାମନଗର ଉପନିର୍ବାଚନ: ଟଙ୍କା ବାଣ୍ଟୁଥିବା ଦୁଇ ମହିଳାଙ୍କ ନାଁରେ ଏତଲା

ଭୁବନେଶ୍ୱର: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ହେଳେ ଦୁଇ ମହିଳ ନଗଦ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁଇଜଣ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନଗଦ ବଣ୍ଟା…

ଯୁକ୍ରେନର ‘ଡର୍ଟି ବୋମା’କୁ ନେଇ ଚିନ୍ତାରେ ରୁଷ, ରାଜନାଥଙ୍କ ସହ କଥା ହେଲେ ପୁଟିନଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ। ରୁଷ ଉପରେ ୟୁକ୍ରେନ 'ଡର୍ଟି ବୋମା' ପକାଇପାରେ ବୋଲି ଆଶଙ୍କା କରିଛି ମସ୍କୋ। ଏହି ରେଡିଓଆକ୍ଟିଭ ବୋମାର ସୁଦୂର ପ୍ରଭାବ ରହିଥିବାରୁ ଚିନ୍ତାରେ ରୁଷ…

ନୋଟରେ ଗଣେଶ ଏବଂ ଲକ୍ଷ୍ମୀ ରୁହନ୍ତୁ କେଜ୍ରିଓ୍ବାଲ କହିବା ପରେ ଆହ୍ଲା ଓ ଯୀଶୁଙ୍କୁ ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ: ନୋଟରେ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ରହିଲେ ଯଦି ଦେଶର ଅର୍ଥନୀତିରେ ସମୃଦ୍ଧି ହେବ ତାହେଲେ ଆହ୍ଲା, ଯୀଶୁ ଏବଂ ବୁଦ୍ଧଙ୍କ ଫଟୋ ନୋଟରେ ରଖିବା ଉଚିତ ହେବ। ଏହା ଦ୍ୱାରା ଆହୁରି ଅଧିକ ସମୃଦ୍ଧି ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପ୍ରତିକ୍ରିୟା ଉପରେ ଏପରି…

ଖଡଗେଙ୍କ ନୂଆ ଟିମରେ ଭକ୍ତ ଦାସ, ଥରୁରଙ୍କ ପତା କଟିଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ। ନିଜ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ସେ ୪୭ ଜଣିଆ ଷ୍ଟିଅରିଂ କମିଟି ବା ପରିଚାଳନା କମିଟି ଘୋଷଣା କରିଛନ୍ତି। ଯାହାକି କଂଗ୍ରେସ କାର୍ଯ୍ୟକାରିଣୀ କିମିଟି ବା ସିଡବ୍ଲୁସି ଜାଗାରେ କାମ…

ଆସନ୍ତାକାଲିଠୁ ବିଭିନ୍ନ ରାଜ୍ୟର ଗୃହ ମନ୍ତ୍ରୀଙ୍କୁ ନେଇ ‘ଚିନ୍ତନ ଶିବିର’

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦୁଇ ଦିନିଆ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ଆୟୋଜିତ ହେଉଛି। ହରିୟାଣାର ସୁରଜକୁଣ୍ଡରେ ଏହି ବୈଠକ ବସିବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

୪୦ ମାଙ୍କଡଙ୍କ ମୃତ ଦେହ ଉଦ୍ଧାର, ଖାଦ୍ୟରେ ବିଷ ଦିଆଯାଇଥିବା ସନ୍ଦେହ

ଅମରାବତୀ: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୪୦ ମାଙ୍କଡଙ୍କ ମୃତ୍ୟୁ। ମାଙ୍କଡ ଗୁଡିକ ପ୍ରଥମେ ବେହୋସ ହୋଇ ପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏତେ ସଂଖ୍ୟାରେ ମାଙ୍କଡ…

ବିବାହର ବର୍ଷକ ପରେ ନର୍ସଙ୍କ ଆତ୍ମହତ୍ୟା, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଗତକାଲି ଦୀପାବଳିରେ ସମସ୍ତେ ଯେତେବେଳେ ଆଲୋକର ପର୍ବକୁ ଏକାଠି ହୋଇ ଖୁସିରେ ପାଳନ କରୁଥିଲେ ସେତେବେଳେ ଜଣେ ନବବଧୂ ସମସ୍ତଙ୍କୁ ପରକରିବାକୁ ଯାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ପେଶାରେ ଜଣେ ନର୍ସ ଥିଲେ। ବର୍ଷେ ହେବ ବିବାହ କରିଥିଲେ। ଏବେ ସେ ଆତ୍ମହତ୍ୟା କାହିଁକି କଲେ…

ଋଷି ସୁନକଙ୍କୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ କାହିଁକି?

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭାରତର ଅନେକ ନେତା ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଉଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ପରେ ବର୍ତ୍ତମାନ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ…

ବାଣ ଫୁଟିଲା, ରୁନ୍ଧି ହୋଇଗଲା ବାୟୁମଣ୍ଡଳ !

ନୂଆଦିଲ୍ଲୀ: ରାତିରେ ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ଯାଇ ସାରା ଦେଶରେ ବାଣ ଫୁଟାଇବା ପରେ ସକାଳେ ବାୟୁମଣ୍ଡଳ ରୁନ୍ଧି ହୋଇଯାଇଛି। ରାତି ୧୨ଟା ସମୟରେ ଦିଲ୍ଲୀର(AQI) ୩୨୩ ରେକର୍ଡ କରାଯାଇଥିଲା। ସମାନ ସମୟରେ, ୟୁପିର ନୋଏଡାର ଅବସ୍ଥା ଅଧିକ ଖରାପ ଥିଲା। ଯେଉଁଠାରେ (AQI) ୩୪୨…