Latest Odisha News

BREAKING NEWS

ବଜେଟ ୨୦୨୩-୨୪: ‘ଗରିବଙ୍କ ସ୍ୱପ୍ନ ପୂରଣ ହେବ, ବିକଶିତ ଭାରତ ପାଇଁ ମୂଳଦୁଆ ପକାଇବ’

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ବଜେଟ୍ ଗରିବ ତଥା ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେଇଛି। ସେ…

ବଜେଟ ୨୦୨୩-୨୪: ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ସାଙ୍ଗକୁ ପ୍ରଶିକ୍ଷଣ ଉପରେ ମୋଦୀ ସରକାରର ଗୁରୁତ୍ୱ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ପଞ୍ଚମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ ବିଭିନ୍ନ ବିଭାଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟକୁ ୧.୧୨ ଲକ୍ଷ କୋଟି ଚଙ୍କା ଆବଣ୍ଟନ କରାଯାଇଛି। ଯାହାକି ପୂର୍ବ ବଜେଟ ତୁଳନାରେ ସର୍ବାଧିକ।…

ବଜେଟ ୨୦୨୩-୨୪: ମନରେଗା ପାଇଁ ବ୍ୟବସ୍ଥା ନାହିଁ କହିଲେ ଶଶୀ ଥରୁର, ଆଉ କିଏ କ’ଣ କହିଲେ?

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ୍ ୨୦୨୩-୨୪ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଆୟକର ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ନାହିଁ। ବଜେଟର ଉପସ୍ଥାପନା ପରେ ଷ୍ଟକ୍ ମାର୍କେଟରେ ଏକ ବଡ଼ ଧରଣର ଅଭିବୃଦ୍ଧି ଦେଖିବାକୁ…

ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ମହିଳା ସମ୍ମାନ ବଚତ ପତ୍ର ଯୋଜନା ଆରମ୍ଭ ହେବ। ଏଥିରେ ମହିଳାମାନେ ୨ ଲକ୍ଷ ଟଙ୍କା ସେଭିଂସ ବା ସଞ୍ଜୟ ଉପରେ ୭.୫% ସୁଧ ପାଇବେ। ଏହି ଲାଭ ୨୦୨୫…

ବଜେଟ ୨୦୨୩-୨୪: ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ବ୍ୟବସ୍ଥା ନାହିଁ। ଏଥିସହ ଅର୍ଥମନ୍ତ୍ରୀ ନୂଆ ଟିକସ ବ୍ୟବସ୍ଥାରେ ଛାଡ ସୀମାକୁ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଯେଉଁମାନଙ୍କର ଆୟ…

ବଜେଟ ୨୦୨୩-୨୪: କଣ ମହଙ୍ଗା ହେବ, କଣ ଶସ୍ତା ହେବ

ନୂଆଦିଲ୍ଲୀ: ମୋଦୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷରେ କଣ ମହଙ୍ଗା ହେବ ଏବଂ କଣ ଶସ୍ତା ହେବ ସେ ନେଇ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି…

ଆଜିଠୁ ସଂସଦର ବଜେଟ ଅଧିବେଶନ: ଆଦାନୀ, ବିବିସି ପ୍ରସଙ୍ଗରେ ସରକାରକୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସୋମବାର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ ବିରୋଧୀ ଦଳ ଆଦାନୀ ଗ୍ରୁପ୍, ଜାତି ଭିତ୍ତିକ ଗଣନା ଏବଂ ମହିଳା ସଂରକ୍ଷଣ ବିଲ୍ ପାସ୍ ପ୍ରସଙ୍ଗ ଉଠାଇଥିଲେ। ଏଥି ସହିତ ସଂସଦରେ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ…

‘ଫେବୃଆରୀରେ ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର’

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେବାକୁ ହାଇଦ୍ରାବାଦ ଯାଇଥିବା ଓଡି଼ଶା ନେତା ଫେରିଛନ୍ତି। ସୋମବାର ଅପରାହ୍ନରେ କେସିଆରଙ୍କ ଚାଟାର୍ଡ ବିିମାନ ଭୁବନେଶ୍ୱରରେ ଏହି ନେତାଙ୍କୁ ଛାଡିଥିଲା। ଏହାପରେ ଉତ୍ସାହିତ ଥିବା ବିଆରଏସ ନେତା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ 1…

ଜେଲ୍ ଗଲେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା (ରୋଶନ):  ଜେଲ ଗଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏଏସଆଇ ଚାକିରିରୁ ସୋମବାର ବରଖାସ୍ତ ହେବା ସହ ସେ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଗରେ କହିଥିବା ସୂଚନା ରହିଛି। ସୋମବାର ଗିରଫ କରାଯିବା ପରେ ଗୋପାଳଙ୍କୁ ଝାରସୁଗୁଡା…

ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ ।…