Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ଦୁର୍ନୀତିର ଟଙ୍କା ଲାଗିଥିଲା ଗୋଆ ନିର୍ବାଚନରେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ବିତୀୟ ଚାର୍ଜସିଟ ଦାଖଲ କରିଛି। କିଛି ମିଡିଆରେ ପ୍ରକାଶ ପାଇଥିବା ଏହି ଇଡିକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। ଚାର୍ଜସିଟ୍ ଅନୁଯାୟୀ ଦିଲ୍ଲୀର ହୋଇଥିବା ଅବକାରୀ ଦୁର୍ନୀତିରୁ ଆୟ ହୋଇଥିବା ଟଙ୍କା ଗୋଆ ନିର୍ବାଚନରେ ଆମ୍…

ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆରଏସପି ଓ ଏନଆଇଟି ମଧ୍ଯରେ ଏମଓୟୁ

ସୁନ୍ଦରଗଡ: ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ…

ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାମ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ଲୋକଙ୍କ ବିପତ୍ତି ସମୟରେ ଛିଡା ହୋଇଥାଏ 'ଓଡ଼ିଶା ଅଗ୍ନିଶମ ସେବା' ବା ଦମକଳ ବାହିନୀ। ଏବେ ଏହି ଓଡ଼ିଶା ଅଗ୍ନିଶମ ସେବାର ନାମ ପରିବର୍ତ୍ତନ ହୋଇଛି। ନୂଆ ନାମ ଭାବେ 'ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା' ରଖାଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ଏକ ବିଜ୍ଞପ୍ତି…

ନବ ଦାସ ହତ୍ଯା ମାମଲାର ପ୍ରମାଣ ପାଇଖାନା ଟାଙ୍କିରେ?

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ କରିବାକୁ ଯାଇ ରାତି ଅଧରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳିଛି। ଗୁଳିମାଡ କରିବା ପରେ ଅଭିଯୁକ୍ତ ଗୋପାଳ ଦାସକୁ ପୋଲିସ ଏହି ଥାନାରେ ଅଟକ ରଖିଥିଲା। ଏହି ସମୟରେ କିଛି କାଗଜ…

ଗୁପ୍ତ ଦସ୍ତାବିଜ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଏଫବିଆଇର ରେଡ୍

ୱାଶିଂଟନ: ଆମେରିକାର ତଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କ ଘରେ ରେଡ୍ । ସିକ୍ରେଟ ଡକ୍ୟୁମେଂଟ ବା ଗୁପ୍ତ ଦସ୍ତାବିଜ ମାମଲାରେ ଏହି ରେଡ୍ କରିଛି ଫେଡେରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ଏଫବିଆଇ) । ଡେଲାୱେରର ରେହବୋଥ ବିଚରେ ଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ…

ଶୁଭମନ ଏବଂ ହାର୍ଦ୍ଦିକଙ୍କ ଧୂଆଁଧାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ ଜିତି ସିରିଜ ସିଲ୍ କଲା ଭାରତ

ଅହମଦାବାଦ: ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଭାରତ । ନ୍ୟୁଜିଲାଣ୍ଡ ଟିମ୍ ରାଞ୍ଚିରେ ମ୍ୟାଚ ଜିତି ଯେଉଁ ଜୋଶରେ ଆରମ୍ଭ କରିଥିଲା ତାହା ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦେଖିବାକୁ ମିଳିନାହିଁ। ଯାହାର ଫାଇଦା ନେଇଛି ଘରୋଇ ଦଳ। ଆଉ ସିରିଜ ନିଜ ନାଁରେ କରିଛି ଭାରତ । ଦୁଇ ଦଳ ମଧ୍ୟରେ…

ଏଫପିଓ ପ୍ରତ୍ୟାହାର, ନିବେଶକଙ୍କ ଟଙ୍କା ଫେରସ୍ତ କରିବ କହିଲା ଆଦାନୀ

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଅଡୁଆରେ ପଡିଥିବା ଆଦାନୀ ଗ୍ରୁପ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଘୋଷଣା କରିଛି। ବିଜନେସ ଟାଇକୁନ୍ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଏହି ଗ୍ରୁପ ଏହାର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଏଫିଓ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।…

ଗଣ୍ଡଗୋଳ ଏବଂ ବଟି ମାଗିବା ଅଭିଯୋଗ, ବିଧାୟକ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ । ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । କଣ୍ଟାବାଞ୍ଜି ପୁଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ରହିଛି । ଦୁଇ ଦିନ…

ନବ ଦାସଙ୍କ ହତ୍ୟା ବିଜେଡିର ଅନ୍ତଃକନ୍ଦଳର ପରିଣାମ: ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପଛରେ ଶାସକ ଦଳରେ ଥିବା କନ୍ଦଳ ଦାୟୀ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏଭଳି ବୟାନ ଦେଇଛନ୍ତି। ଏପରିକି ବିଜେପି ଅଭିଯୋଗ କରିଛି ଯେ, ଓଡିଶା ସରକାର ଅଭିଯୁକ୍ତ ଗୋପାଳ ଦାସଙ୍କୁ ହତ୍ୟା ମାମଲାରେ କ୍ଲିନଚିଟ୍…

ବଜେଟ ୨୦୨୩-୨୪: ସ୍ବାସ୍ଥ୍ୟ ଓ ମନରେଗାରେ ଫଣ୍ଡ କମିବା ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୁଷ୍ମାନ ଭାରତ ପାଇଁ ବଜେଟ କମିବା ଏବଂ ମନରେଗା ପାଇଁ ଫଣ୍ଡ କାଟିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ବଜେଟରେ ଅନେକ କିଛି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ମନରେଗା…