ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୯)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ମୁମ୍ବାଇ ପହଞ୍ଚିବା ପାଇଁ ରୟାଲ ୟୁରେକାକୁ ପ୍ରାୟ ସାଢ଼େ ତିନିମାସ ଲାଗିବ । ସେମାନେ ଛତ୍ରପତି ଶିବାଜୀ ଏୟାର୍ପୋର୍ଟରୁ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ପର୍ଯ୍ୟନ୍ତ ଫ୍ଲାଇଟ୍ରେ ଯାଇ ପାରିବେ ।…