ନଈଧାର
ନଈଧାର
ଜୟଂତିକା
ତମ ପାଇଁ ନଈଟିଏ ସେ
ମୋ ପାଇଁ ଆବେଗର ଧାର,
ଯାହା ଏବେ ପଡ଼ିରହିଛି ଛାତି ମେଲି
ମରୁନଦୀର ଭାଗ୍ୟ ପରି ।
ସ୍ପଟିକ ପରି ସ୍ୱଚ୍ଛ ଦେହରେ ତା'ର
ଦେଖିଛି ଏ ମୁହଁ ଛାଇ,
ନିକଟରୁ ନିରେଖିଛି ବଢ଼ନ୍ତା ଅଙ୍ଗ ସୌଷ୍ଠବକୁ
ପାଣି ପଣତରେ କେବେ ପୋଛି ଦେଇଛି ଦେହମୁଣ୍ଡ
ତାଗିଦ୍…