ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ
ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ
ଜ୍ୟୋତି ନନ୍ଦ
ଗଣିଲେ ସଂଖ୍ୟାରେ ତାହା ହେବ ସାତୋଟି ଫରୁଆ । ଫରୁଆଗୁଡିକ ତିଆରି ହୋଇଛି ଆଉଟା ସୁନାରେ ଆଉ ଧଉଳା ରୁପାରେ । ଗୋଟିକୁ ସିନା ଆମେ ଦେଖିପାରିବୁ ହେଲେ ସେଇ ଗୋଟିକ ଭିତରେ ରହିଛି ଆଉ ଗୋଟିଏ ଆଉ ତାହା ଭିତରେ ପୁଣି ଆଉ ଗୋଟିଏ,…