Latest Odisha News

BREAKING NEWS

ଜନ୍ମଦିନ

ଜନ୍ମଦିନ କମଳା ଶତପଥୀ ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଯେତେ ବେଗରେ ଆଗେଇ ଚାଲୁଥିଲା, ତା’ଠୁ ଦ୍ରୁତ ବେଗରେ ଆଗେଇ ଚାଲିଥିଲା ମାୟାର ହୃତସ୍ପନ୍ଦନ । ଆଖିରୁ ଝରି ଚାଲିଥିଲା ଅମାନିଆ ଅଶ୍ରୁଧାର । ରାତି ପାହିଲେ ତା’ର ଜନ୍ମଦିନ । ହେତୁ ପାଇଲା ଦିନରୁ ଏଇ ରାତିଟି କେବଳ ତା’ ପାଇଁ ବୋଲି ନୁହେଁ,…

ଏବେ ପୂରିଉଠିବ ଘର

ଏବେ ପୂରିଉଠିବ ଘର କମଳା ଶତପଥୀ ଏବେ ପୂରିଉଠିବ ଏ ଘର... କହିବାକୁ ଗଲେ ଆମସଂସାର! ବହୁତ ଦିନରୁ ସଂସାର ଦାୟରେ ପରସ୍ପରଠାରୁ ଅନିଚ୍ଛାକୃତ ଦୂରତ୍ୱକୁ ଆପଣେଇବାର ବାଧ୍ୟବାଧକତାରେ, ପୋଖରୀର ସ୍ଥିରତାକୁ ଭୋଗୁଥିବା ଆମ ଉଭୟଙ୍କ ପାଇଁ ଏବେ ଆସିଯିବ ନୂଆକରି ବସନ୍ତର ଗହଳଚହଳ! ଗୋଟିଏ ବିନ୍ଦୁରେ…