ମଧ୍ୟସ୍ଥିମୁକ୍ତ ବଜାର ଦିଗରେ ଓରମାସ-ଭାରତ ମସଲାର ମିଳିତ ଉଦ୍ୟମ
ଭୁବନେଶ୍ୱର: କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବଜାର ସଂଯୋଗ ସୃଷ୍ଟି କରିବା ଓ ନ୍ୟାୟସଙ୍ଗତ ମୂଲ୍ୟ ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପକ୍ଷରୁ ଏକ ବିଶେଷ ବଜାର ସଂଯୋଗ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି…