Latest Odisha News

BREAKING NEWS

ମନୋଜ ଦାସଙ୍କ ସାହିତ୍ୟରେ ଆଧ୍ୟାତ୍ମିକତାକୁ ନେଇ ଜାତୀୟ ସଂପାନ

ବାଲେଶ୍ଵର: ମନୋଜ ଦାସଙ୍କ ଭିତରେ ଆଧ୍ୟାତ୍ମିକତାର ଅନ୍ଵେଷଣ ବାଲ୍ୟକାଳରୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ତାଙ୍କ ସାହିତ୍ୟର ପ୍ରତିଫଳିତ ହେଇଥିଲା। ସେ ହେଉଛନ୍ତି ଭାରତୀୟ ସଂସ୍କୃତି ଓ ସଂସ୍କାରର ଜଣେ ବିଶ୍ଵସ୍ତ ପ୍ରତିନିଧି। ତାଙ୍କ ଆଧ୍ୟାତ୍ମର ଅନ୍ଵେଷଣ ତାଙ୍କ ଜୀବନର ନିର୍ମାଣରେ ମଧ୍ୟ…

ବାଲେଶ୍ଵରରେ ସାହିତ୍ୟ ଅକାଦେମିର ‘ଅସ୍ମିତା’

ବାଲେଶ୍ଵରରେ ସାହିତ୍ୟ ଅକାଦେମିର 'ଅସ୍ମିତା' ● ଭାଷା ଆନ୍ଦୋଳନରେ ବାଲେଶ୍ଵରର ଅବଦାନ ସମ୍ପର୍କରେ ବ୍ୟାଖ୍ୟା କଲେ ଅତିଥିଗଣ ବାଲେଶ୍ଵର: କେନ୍ଦ୍ର ସାହିତ୍ୟ ଅକାଦେମି ଆନୁକୂଲ୍ୟରେ ନାରୀ ସ୍ରଷ୍ଟାଙ୍କୁ ନେଇ ଏହାର 'ଅସ୍ମିତା' କାର୍ଯ୍ୟକ୍ରମ ବାଲେଶ୍ଵର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।…

ଗରୀବ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ମଧ୍ୟାହ୍ନଭୋଜନ ଦେଉଛନ୍ତି ଅମର ସିଂ ୱାଲିଆ

ବାଲେଶ୍ୱର: ସେବା ହିଁ ତାଙ୍କ ଜୀବନର ବ୍ରତ। ଦରିଦ୍ରର ସେବା କରି ଆତ୍ମସନ୍ତୋଷ ପାଆନ୍ତି ସେ। ନିଜ ପରିବାରର ସଦସ୍ୟସଦସ୍ୟା ଓ ସେ ନିଜେ ହିଁ ଗରିବ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ଘରୁ ପ୍ରସ୍ତୁତ କରି ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ମାଗଣାରେ ବିତରଣ କରି…