ଜାଣନ୍ତୁ, କେମିତି କଟିବ ଆଜିର ଦିନ
ରାଶିଫଳ
ତା ୩୧-୧-୨୦୨୧ ରବିବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୩୧ ରିଖ ରବିବାର ମକର ୧୮ ଦିନ ମାଘ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର
ଆଜିର ଘାତ ବାର-: ମେଷ ରାଶିର
ଆଜିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…