ଜାଣନ୍ତୁ, କିପରି କଟିବ ଆଜିର ଦିନ
ରାଶି ଫଳ
ତା୨୦-୦୧-୨୦୨୧ ବୁଧବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଜାନୁଆରୀ ତା ୨୦ରିଖ ବୁଧବାର ମକର ୭ଦିନ ପୌଷମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର- କର୍କଟ ରାଶିର
ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର…