ଅଭିନେତା ରଣବୀର ସିଂହଙ୍କୁ ଧମକ, ହ୍ୱାଟ୍ସଆପରେ କୋଟି କୋଟି ଦାବି
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ମଙ୍ଗଳବାର ହତ୍ୟା ଧମକ ମିଳିଛି। ଏହି ଧମକ ହ୍ୱାଟସଆପ୍ ଭଏସ୍ ନୋଟ୍ ମାଧ୍ୟମରେ ଦିଆଯାଇଥିବା ଜଣାପଡିଛି। ଯେଉଁଥିରେ ଅଭିଯୁକ୍ତମାନେ କୋଟି କୋଟି ଟଙ୍କା ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଧମକ ପାଇବା ପରେ ତୁରନ୍ତ ମୁମ୍ବାଇ ପୋଲିସ ରଣବୀର…