QS Asia University Ranking 2027: ଭାରତର ଟପ୍ ୧୦ ମଧ୍ୟରେ IIT ଦିଲ୍ଲୀ ଏକ ନମ୍ବର
ବ୍ୟୁରୋ: ଏସିଆର ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୭ରେ ନିଜ ସ୍ଥାନ ପକ୍କା କରିଛି ଭାରତ । କ୍ୟୁଏସ ବିଶ୍ୱ ୟୁନିଭର୍ସିଟି ରାଙ୍କିଙ୍ଗ ଏସିଆ-୨୦୨୭ରେ ୩୨୫ ଭାରତୀୟ ବିଶ୍ୱବିଦ୍ୟାଳୟ ରହିଥିଲା । ଏବେ ଏଥିରେ ୩୪ ନୂଆ ୟୁନିଭର୍ସିଟି ସାମିଲ ହୋଇଛି । ୨୬ ହାୟର ଏଜୁକେସନ ସିଷ୍ଟମର ୧୭୨୨ ୟୁନିଭର୍ସିଟି…