Latest Odisha News

BREAKING NEWS

ନୂଆପଡ଼ାରେ ଆଜି ଉପନିର୍ବାଚନ ପ୍ରଚାରର ଶେଷଦିନ, ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ସାରିବାକୁ ନିର୍ଦ୍ଦେଶ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ । ଅପରାହ୍ନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ଭୋଟିଂର ୪୮…

Landmine Explosion: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର, ସନ୍ଧାନୀ କୁକୁର ସହିଦ

ସୁନ୍ଦରଗଡ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା ନାଗରା ଥାନା ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବାବେଳେ, ଏକ ସନ୍ଧାନୀ କୁକୁର ସହିଦ ହୋଇଛି । ଗୁରୁତର ଯବାନ ଜଣକ ହେଲେ ସୁମିତ ଏମ୍ । ତାଙ୍କର…

କଟକରେ କୋଠା ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ..

କଟକ: କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି…

ଏଆଇର ଦୁରୁପଯୋଗ ଅଭିଯୋଗ; ବିଜେଡି ବିରୋଧରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ଗତ ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା ନେଇ ବିଜେଡି ଦଳର ନେତାମାନେ କହୁଥିଲେ। କିନ୍ତୁ ଆଜି ନିଜ ଅଭଯୋଗକୁ ଭୁଲ ବୋଲି ନିଜେ ବିଜେଡି ପ୍ରମାଣିତ କରିଛି । ବିଜେଡି ଦଳ ନିଜେ ସୋସିଆଲ ମିଡିଆରେ ଅପପ୍ରଚାର କରିବା ସହ କୃତ୍ରିମ…

ସୋସିଆଲ ମିଡିଆରେ ଭ୍ରାନ୍ତ ସୂଚନା କିମ୍ବା ଫଟୋର ପ୍ରଚାର କରନ୍ତୁ ନାହିଁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସେହି ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଏକ ବିଭ୍ରାନ୍ତିକର ଫଟୋ ଏ.ଆଇ. ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଛି। ଏହି ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ଭ୍ରାନ୍ତିକର…

ରଣଜୀ ଟ୍ରଫି: ଧ୍ରୁବଙ୍କ ଶତକ, ସୁଯୋଗ ହାତଛଡା କଲା ଓଡିଶା

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ବିଦର୍ଭ ବିପକ୍ଷରେ ଆରମ୍ଭରୁ ଓଡିଶା ଭଲ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ଏହାକୁ ହାତଛଡା କରିଛି । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବିଦର୍ଭ ୫ ୱିକେଟ ବିନିମୟରେ ୨୩୪ ରନ ସଂଗ୍ରହ କରିିଛି । ଧ୍ରୁବ ସୋରେ ୧୨୮ ରନ…

୨୫ଏକର ଜମିରେ ୧୧ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

କନ୍ଧମାଳ:ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ । ରାଇକିଆ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ସୁଗଡବାଡି ପଞ୍ଚାୟତର ନାଉଡ଼ିମାହା ନିକଟସ୍ଥ ଜଙ୍ଗଲରୁ ୨୫ ଏକର ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି । ସୂଚନାଥାଉକି, ବିଶେଷସୂତ୍ରରୁ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ…

୨୦୨୮ ଅଲିମ୍ପିକ୍ସ: ପାକିସ୍ତାନ ଖେଳିବା ଆଶା କଠିନ

ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ ଅଲିମ୍ପିକ୍ସକୁ କ୍ରିକେଟର ପ୍ରତ୍ୟାବର୍ତନ ହୋଇଛି । ୨୦୨୮ ଲସ ଆଞ୍ଜେଲ୍ସ ଗେମ୍ସରେ କ୍ରିକେଟ ଟି୨୦ ଫର୍ମାଟକୁ ଏଥିରେ ସାମିଲ କରାଯାଇଛି । ୧୯୦୦ ପରଠାରୁ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇ ନ ଥିଲା । ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଉଭୟ ପୁରୁଷ ଓ…

ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ବର: ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା। ପାଣିନି ଟ୍ରଷ୍ଟ ଓ ସାହିତ୍ୟ ଚର୍ଚ୍ଚା ପକ୍ଷରୁ ବିଭିନ୍ନ ଲେଖକ, ଗବେଷକ, ଭାଷାବିତ୍ ଓ ବୈୟାକରଣ ମାନଙ୍କଠାରୁ ନିରୁତା ଓଡ଼ିଆ ଭାଷାର ମୌଳିକ ବ୍ୟାକରଣ ସମ୍ବଳିତ ପାଣ୍ଡୁଲିପି ଆମନ୍ତ୍ରଣ କରାଯାଇଥିଲା।…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୮ ଚିତା 

ଭୋପାଳ: ପ୍ରୋଜେକ୍ଟ ଚିତା ଅଧୀନରେ ଆଉ ୮ଟି ଚିତା ଭାରତ ଆସିବାକୁ ଯାଉଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୨୦୨୨ ମସିହାରେ ଚିତା ଅଣାଯାଇଥିଲା। ବର୍ତ୍ତମାନ ଭାରତରେ ମୋଟ ଚିତା ସଂଖ୍ୟା ୨୭ ରହିଛି। ଯେଉଁଥିରୁ ୧୬ଟି ଭାରତୀରେ ଜନ୍ମ ହୋଇଥିଲେ। ଏଥିମଧ୍ୟରୁ ୨୪ଟି କୁନୋରେ ଏବଂ ତିନୋଟି ଗାନ୍ଧୀ ସାଗର…