Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ନୌସେନା ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ନୂତନ ପଦକ୍ଷେପ ସ୍ୱରୂପ, ରୁଷ ପୁଣିଥରେ ଆନୁଷ୍ଠାନିକ ଭାବରେ ଭାରତକୁ ଏହାର 3M-14E Kalibr-PL (Club-S) ଭୂମି-ଆକ୍ରମଣ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରଦାନ କରିଛି। ରୁଷ ଦାବି କରିଛି ଯେ ଏହି କ୍ଷେପଣାସ୍ତ୍ର…