ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ…
ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁଣି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ଦୁଇଟି ପୃଥକ ପୃଥକ ଘଟଣା ରିପୋର୍ଟ ହୋଇଛି।
ପ୍ରଥମ ଘଟଣାରେ ଯାଜପୁରର ଶଙ୍କର ମିଶ୍ର ନାମକ ଜଣେ ଭକ୍ତ ଗୋପାଳ ବଲ୍ଲଭ ପୂଜା ପରେ ସେବକ ବେଶରେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି…