NCC Camp 2026: କାହିଁକି ଗଣତନ୍ତ୍ର ଦିବସର ପରଦିନ NCC କ୍ୟାମ୍ପ ପରିଦର୍ଶନ କରନ୍ତି ପ୍ରଧାନମନ୍ତ୍ରୀ?
ନୂଆଦିଲ୍ଲୀ: ଜାନୁଆରୀ ୨୦୨୬ ରେ, ଦେଶର ରାଜଧାନୀ ଦିଲ୍ଲୀରେ ଜାତୀୟ କ୍ୟାଡେଟ୍ କୋର୍ପସ (NCC) ଗଣତନ୍ତ୍ର ଦିବସ ଶିବିର ଆରମ୍ଭ ହୋଇଥିଲା। ଏହି ଶିବିର ପ୍ରତିବର୍ଷ ଜାନୁଆରୀ ୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମନୋନୀତ ହଜାର ହଜାର…