Latest Odisha News

BREAKING NEWS

ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଳମ୍ବିତ ରାତିରେ ବରଗାଁ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଛି। ଏଥିସହ ୭.୭୦ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜୁଆ ଆଡ୍ଡା ନେଇ ପୋଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା। ଯାହା ପରେ ଏହି…

ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ବେଜବଲ ଫର୍ମୂଲା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । କ୍ରମାଗତ ୩ଟି ଟେଷ୍ଟ ହାରି ଅଷ୍ଟ୍ରେଲିଆ ନିକଟରୁ ଆଶେସ ସିରିଜ ହାତଛଡା କରିଥିବା ଇଂଲଣ୍ଡ ଟିମ ସମାଲୋଚିତ ହୋଇଛି । ରିପୋର୍ଟ…

ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି; କାହିଁକି ଏଭଳି କହିଲେ ଯୋଗୀଙ୍କ ମନ୍ତ୍ରୀ

ମେରଠ: ହସ୍ତିନାପୁର ଏକ ଅଭିଶପ୍ତ ଭୂମି। ଏହା ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି। ମେରଠର ହସ୍ତିନାପୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ତଥା ୟୁପି ସରକାରଙ୍କ ରାଜ୍ୟମନ୍ତ୍ରୀ ଦିନେଶ ଖାଟିକ୍ ଏହି ବିବାଦୀୟ ବୟାନ ଦେଇଛନ୍ତି। ଏମ୍ଏସ୍ ହେରିଟେଜ୍ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଘର ବାହାରେ ଖରାରେ ବସିଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର; ଶିଶୁ ମୃତ,ମାଆ ଗୁରୁତର

ଅନୁଗୁଳ:ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘର ସାମ୍ନାରେ ବସି ଖରା ପୁଉଁଥିବା ବେଳେ ମା’ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର । ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା କରମକଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁ ଦାଣ୍ଡର ଡ୍ରେନ କଡ଼ରେ ବସିଥିଲେ ମାଆ ଓ ପୁଅ । ସେତିକିବେଳେ ଉପରକୁ ମାଡ଼ିଗଲା…

ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି

ମୁମ୍ବାଇ: ରଜନୀକାନ୍ତଙ୍କ ଫିଲ୍ମରେ ଶାହାରୁଖ ଖାଁ ଅଭିନୟ କରିବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଛି । ରିପୋର୍ଟ ମୁତାବକ ଲୋକେଶ କନଗରାଜ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ଜେଲର ୨ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ…

ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବେ ସେନା, ହେଲେ ଲାଇକ ଓ କମେଣ୍ଟ କଟକଣା…

ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଏହାର ନୀତିରେ ପରିବର୍ତ୍ତନ କରିଛି। ନୂଆ ପରିବର୍ତ୍ତନ ଅନୁଯାୟୀ, ଯବାନ ଏବଂ ଅଧିକାରୀମାନେ କେବଳ ରିଲ୍ସ୍ ଦେଖିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ। ଏହି ସମୟ ମଧ୍ୟରେ ସେମାନେ କୌଣସି ପୋଷ୍ଟକୁ ଲାଇକ୍ କିମ୍ବା କମେଣ୍ଟ…

ଡନ ୩ରୁ ରଣବୀରଙ୍କୁ ବାହାର କରାଯାଇଛି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ଡନ ୩ରୁ ଅଲଗା ହୋଇ ଯାଇଛନ୍ତି । ଧୂରନ୍ଧର ଫିଲ୍ମର ସଫଳତା ପରେ ରଣବୀର ଏହି ମେଗା ବଜେଟ ଫିଲ୍ମରୁ ଓହରିଯିବା ପ୍ରଶଂସକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରଥମେ ରଣବୀର ଏହି ଫିଲ୍ମ ଛାଡିବା କଥା ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହା ଗୁଜବ…

ମହୋଦଧିରୁ ଉଦ୍ଧାର ହେଲେ ମହାପ୍ରଭୁ, ସବୁଠି ନିନ୍ଦା…

ପୁରୀ: କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବେଳାଭୂମିରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଵାରେ ଲାଗିଛି। ଯାହା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି…

ଥାଇଲ୍ୟାଣ୍ଡ-କମ୍ବୋଡିଆ ସୀମାରେ ବୁଲଡୋଜରରେ ଭଙ୍ଗାଗଲା ବିଷ୍ଣୁ ମୂର୍ତ୍ତି, ଦୃଢ଼ ଆଭିମୁଖ୍ୟ ଗ୍ରହଣ କଲା ଭାରତ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ, ଥାଇ ସେନା କାମ୍ବୋଡିଆ ସହିତ ଏକ ବିବାଦୀୟ ସୀମାବର୍ତ୍ତୀ ଅଞ୍ଚଳରେ ଭଗବାନ ବିଷ୍ଣୁଙ୍କ ଏକ ମୂର୍ତ୍ତିକୁ ନଷ୍ଟ କରିଦେଇଥିଲା । ବୁଲଡୋଜର ବ୍ୟବହାର କରି ମୂର୍ତ୍ତିଟିକୁ ଭାଙ୍ଗି ଦିଆଯାଇଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ସମ୍ବଲପୁରର ମେଜର ସେଟଲମେଣ୍ଟର ସେଟଲମେଣ୍ଟ ଅଫିସରଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଡିସେମ୍ବର ୨୪ ତାରିଖରେ ତାଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ…