Saura Art: ସଉରା କଳାକୁ ଆଧୁନିକ ରୂପ, ଝାରସୁଗୁଡ଼ାର ୬୦ରୁ ଅଧିକ ମହିଳା କାରିଗରଙ୍କୁ ପ୍ରଶିକ୍ଷଣ
ଝାରସୁଗୁଡ଼ା: ପାରମ୍ପରିକ ସଉରା କଳାକୁ ଆଧୁନିକ ବଜାର ସହ ଯୋଡ଼ିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ାର ମହିଳା କାରିଗରମାନଙ୍କ ପାଇଁ ଏକ ତିନିଦିନିଆ ହସ୍ତଶିଳ୍ପ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଛି। ବେଦାନ୍ତ ଆଲୁମିନିୟମର ‘ବେଦକଳା’ ପ୍ରକଳ୍ପ ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିବା ବେଳେ ୬୦ରୁ…